ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ*

*କୁଜଙ୍ଗ* , 18/08/2025, ଉତ୍କଳ voice news - utkalvoicenews.com
Article Image
ସୋମବାର ଦିନ ୩ ଟା ସମୟରେ କୁଜଙ୍ଗ ପାରାଦୀପ ରାଜ୍ଯ ରାଜପଥର କୁଜଙ୍ଗ ଥାନା ଅନ୍ତର୍ଗତ ,ପୋଷ୍ଟମଟମ ଘର ପାଖରେ ଯେଉଁ ଟ୍ରକ ଓ ବାଇକ ଦୃଘଟଣା ହେଇଥିଲା । ଦୁର୍ଘଟଣା ଗ୍ରସ୍ତ ଯୁବକ ହେଉଛନ୍ତି କୁଜଙ୍ଗ ଥାନା ଅନ୍ତର୍ଗତ,ବଳରାମପୁର ର ନିବାସି {ଗୁଗୁଲ କୁମାର ଦାସ} ପିତା- ରବୀନ୍ଦ୍ର ଦାସ । ସାଙ୍ଗେ ସାଙ୍ଗେ ଗୁଗଲ ଙ୍କୁ କୁଜଙ୍ଗ ମେଡିକାଲ ଗୋଟେ ଡାଲା ଅଟୋରେ ନିଆ ଯାଇଥିଲା ଓ ତାପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଯାଇଥିଲା ।କଟକ ବଡ଼ ମେଡିକାଲ ରେ ୧୯/୮/୨୦୨୫ ମଙ୍ଗଳ ବାର ସକାଳେ ମୃତ୍ୟୁ ବରଣ କରିଛନ୍ତି ବୋଲି ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ କି , ଗୁଗଲ ଙ୍କ ମୃତ୍ୟୁରେ ବଳରାମପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି
2