ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌରପରିଷଦରେ ବୃକ୍ଷରୋପଣ।*

ରାୟଗଡ଼ା, 20/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻
Article Image
ପ୍ରତିବର୍ଷର ପରମ୍ପରାକୁ ଅଗ୍ରସର କରି, ଚଳିତ ବର୍ଷ ମଧ୍ୟ “ସ୍ୱାୟତ୍ତ ଶାସନ ଦିବସ – ୨୦୨୫” କୁ ଆଡମ୍ବରରେ ପାଳନ କରାଯାଇଛି । ଏହା ଅନୁସାରେ, ୨୦ ଅଗଷ୍ଟ ୨୦୨୫ ତାରିଖ ସକାଳ ୮ଟାରେ ରାୟଗଡ଼ା ପୌରପରିଷଦ ତରଫରୁ ଅଣ୍ଟାରିଗୁଡା ସ୍ଥିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Article Image
ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା Smt ସୁବ୍ରା ପଣ୍ଡା ଏବଂ ପୌରପରିଷଦର ସମସ୍ତ ପରିଷଦ ବର୍ଗ ଓ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ । ସମସ୍ତଙ୍କ ସମିଳିତ ପ୍ରୟାସରେ ପରିବେଶ ସୁରକ୍ଷା, ସୁନ୍ଦର ଓ ସବୁଜ ସହର ଗଠନ ପାଇଁ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।
Article Image
Article Image
1