ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବଡ଼ଚଣା ବିଜୁ ଜନତା ଦଳ ତରଫରୁ ୧୮ନମ୍ବର ଜୋନ କର୍ମୀ ସମାବେଶ*

ଯାଜପୁର, 24/08/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଗ୍ରାମ ପଞ୍ଚାୟତ ବନ୍ଧା ପଦ୍ମନାଭ ପୁର ଶ୍ୟାମ ସୁନ୍ଦର ମନ୍ଦିର ପ୍ରାଙ୍ଗଣ ରେ ବଡ଼ଚଣା ବିଜୁ ଜନତା ତରଫରୁ 18ନଂ ଜୋନ ର ଦଶ ଗୋଟି ପଞ୍ଚାୟତ ସ୍ତରୀୟ କର୍ମୀ ମାନଙ୍କୁ ନେଇ ସମ୍ମିଳନୀ ଅନୁଷ୍ଟିତ ହୋଇ ଅଛି ପ୍ରଥମେ ବାଙ୍ଗୁରୁ ମୁଠା ଠାରୁ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଙ୍କ ନେତୃତ୍ୱ ରେ 500ରୁ ଉର୍ଦ୍ଧ ମଟର ସାଇକେଲ ରାଲି କରି ସଭା ସ୍ଥଳ ରେ ପହଞ୍ଚି ଥିଲେ ବିଜୁ ବାବୁ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମlଲ୍ୟ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଏହି ସଭାରେ ସଭାପତିତ୍ୱ କରିଥଲେ ଅମର ମହାନ୍ତି ମୁଖ୍ୟ ଅତିଥି କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, ବ୍ଲକ ବିଜେଡି ସଭାପତି ତାପସ ରାୟ , ଜ୍ଞାନ ରଞ୍ଜନ ସାହୁ, ରବୀନ୍ଦ୍ର ସାମଲ, ମାଧବ ନନ୍ଦ ମହାପାତ୍ର, ନିରଞ୍ଜନ ବିଶ୍ୱାଳ, ଜୟନ୍ତୀ ସ୍ୱାଇଁ, ଧନେଶ୍ଵର ବେହେରା, ଗଗନ ଦାସ, ରମେଶ ପୁଷ୍ଟି, ଦିଲ୍ଲୀପ ସାମଲ, ଦମୟନ୍ତୀ ରାଉତ, ସୂର୍ଯ୍ୟକାନ୍ତ ପରିଡ଼ା, ଯଶୋଦିପ୍ତ ସାମଲ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ବିଜେଡି କୁ ସୁସଂଗଠିତ କରାଇବା ପାଇଁ କର୍ମୀ ମାନକୁ ଆହ୍ଵାନ ଦେଇ ଥିଲେ ଶେଷରେ ଧୁଲେଶ୍ୱର ଦାସ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥଲେ
Article Image
4