ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଗୌଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟ ରେ 500 ରୁ ଉର୍ଦ୍ଧ୍ବ ପରିବାର କୁ ଡଷ୍ଟବିନ ବଣ୍ଟନ ମେଳା*

ବୁଗୁଡ଼ା, 24/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ସମାଜ l ସ୍ୱଚ୍ଛ ପରିବେଶ ପାଇଁ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଏହି ଯୋଜନା ମାଧ୍ୟମରେ ପ୍ରତି ଘରକୁ ଡଷ୍ଟବିନ ବଣ୍ଟନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୌଡ଼ିଆବୋରଦା ପଞ୍ଚାୟତ ର ପାଞ୍ଚ ସହରୁ ଉର୍ଦ୍ଧ ପରିବାରକୁ ଡଷ୍ଟବିନ ବଣ୍ଟନ କରାଯାଇଛି l ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏନେଇ ଏକ ମେଳା ଆୟୋଜନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ସୁନ୍ଦରୀ ମହାରଥା ଯୋଗଦେଇ ହିତାଧିକାରୀଙ୍କୁ ଙ୍କ ଡଷ୍ଟବିନ ବଣ୍ଟନ କରିଥିଲେ l ଏହି ଅବସରରେ ପଞ୍ଚାୟତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଯୋଗଦେଇ ଲୋକ ଙ୍କୁ ସ୍ୱଛତା ଉପରେ ସଚେତନତା କରିଥିଲେ l
Article Image
Article Image
4