ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*GOLDEN RIVER LIVE ତରଫରୁ ଏକ ନୂତନ ପରିସଂସ୍ଥା ସଂଗଠିତ।*

କୁଜଙ୍ଗ , 24/08/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଆର୍ଥେଲେଟିକ୍ କ୍ଲବ୍ ପରିସରରେ ( GOLDEN RIVER LIVE) ତରଫରୁ ଏକ ନୂତନ ପରିସଂସ୍ଥା ସଂଗଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ (M.D) ପ୍ରଭାତ ସାହୁ ସମେତ ପ୍ରମୋଦ ସ୍ବାଇଁ - (ମାର୍କେଟିଙ୍ଗ୍ ହେଡ୍) , ସ୍ବରପ୍ ମହାନ୍ତି - (ଟ୍ରେନର୍)ଏବଂ ସୁଭାସିଭ୍ ନାୟକ - (ଲିଡର୍) ପ୍ରମୁଖଙ୍କ ଯୋଗଦାନ ଫଳରେ ଲୋକମାନଙ୍କୁ ଏହି (GOLDEN RIVER LIVE) ସମ୍ବନ୍ଧରେ ବୁଝାଯାଇଥଲା କି ଲୋକମାନେ ଯେତେବେଳେ କିଛି ସପ୍ ରୁ ହେଉ କିମ୍ବା ସୁନା ଦୋକାନରୁ ସୁନା କିଣୁଛେ ତେବେ ସେଠାରୁ ଲୋକଙ୍କୁ ଗ୍ୟାରେଣ୍ଟିବି ମିଳିବା ଦରକାର , ତ ଏହି GOLDEN RIVER LIVE ରୁ ଯଦି କୈାଣସି ଲୋକ ସୁନା କିଣୁଛନ୍ତି ତ ସେ ପରିଷ୍କାର ଭାବରେ ପରିକ୍ଷା କରାଇ ମଧ୍ୟ ନେଇଯାଇପାରିବେ । ସବୁପରେ ମଧ୍ୟ ଏହି GOLDEN RIVER LIVE ର (M.D)ଆଉ ଏକ ଫାଇଦା ବିଷୟରେ କହିଥିଲେ ଯେ ଯଦି କୈାଣସି ଲୋକ ନିଜେ ସୁନା କିଣିବା ସହିତ ଆଉ ୩ ଜଣଙ୍କୁ ଏହି ସପ୍ ବିଷରେ ବୁଝାଇ ଏଠାକୁ ଆଣିପାରିବେ ତେବେ ତାଙ୍କୁ ମଧ୍ୟ GOLDEN RIVER LIVE ତରଫରୁ ତାଙ୍କୁ କମିସନ୍ ମଧ୍ୟ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି। ପରେ ଏହା ଖାଲି ଓଡ଼ିଶା ନୁହେଁ ସାରା ପୃଥିବୀରେ ଏହି GOLDEN RIVER LIVE ର ଚାହିଦା ହେବା ପରେ ଫରେନ୍ ଟ୍ରିପ୍ ସହ ଫ୍ଲାଟ୍ ମିଳିବାର ମଧ୍ୟ କୁହାଯାଇଛି।
Article Image
Article Image
Article Image
2