ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପାରାଦୀପ ଗଡ ପଞ୍ଚାୟତ ରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ଦଳ ତ୍ୟାଗ ପ୍ରକିୟା ଆରମ୍ଭ l ବିଜେପି ରେ ଯୋଗଦାନ l*

ପାରାଦୀପ ଗଡ, 24/08/2025, ଉତ୍କଳ voice news - utkalvoicenews.com
Article Image
ବରିଷ୍ଟ ବିଜେପି ନେତା ଓ ଦକ୍ଷ ସଂଗଠକ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସ୍ୱଚ୍ଚ ନେତୃତ୍ୱ ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ କାର୍ଯ୍ୟ ଦକ୍ଷତା ଓ ଦୃଢ଼ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ପାରାଦୀପ ଗଡ ଗ୍ରାମ ର ୫୦ ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ଦଳ ତ୍ୟାଗ କରି ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି l ଉକ୍ତ ମିଶ୍ରଣ ପର୍ବରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ବିଜେପି ପଞ୍ଚାୟତ ପ୍ରମୁଖ ଶ୍ରୀଯୁକ୍ତ ଅଲେଖ ମହାରଥା, ଶୁକଦେବ ତରାଇ, ଲିପୁନି ବେହେରା, ତ୍ରିନାଥ ଦଳାଇ, ଲୋକନାଥ ବେହେରା ପ୍ରମୁଖ ଯୋଗଦେଇଥିଲ l ଆଗାମୀ ଦିନରେ ପାରାଦୀପ ଗଡ ପଞ୍ଚାୟତ ରେ ଶହ ଶହ ବିଜେଡି ଓ କଂଗ୍ରେସ କର୍ମୀ ଦଳ ତ୍ୟାଗ କରି ବିଜେପି ରେ ଯୋଗଦେବେ ବୋଲି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ଠାରୁ ପ୍ରକାଶ l
4