ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଲଗାଣ ବର୍ଷାରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଅବରୋଧ*

ରାୟଗଡ଼ା, 25/08/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଲଗାଣ ବର୍ଷାରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଅବରୋଧ , ଟିକିରି, କାଶିପୁର ରାୟଗଡ଼ା ଠପ୍ ଥିବା ବେଳେ ଠାରୁ ରାୟଗଡ଼ା ଓ କୋରାପୁଟ ଚଳାଚଳ କରୁଛି ଗାଡ ।
Article Image
ଲଗାଣ ବର୍ଷାରେ ରାସ୍ତା ମଝିରେ ଭାଙ୍ଗିଲା ବିରାଟ କାୟ ଆମ୍ବଗଛ। ୪୪ ନଂ ରାଜ୍ୟ ରାଜପଥ ମଣ୍ଡଳଗୁଡା ଗ୍ରାମନିକଟରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି। ଫଳରେ ଟିକିରି ଓ କାଶିପୁର ଚଳାଚଳ ଠପ୍ ହୋଇଯାଇଛି। ଗଛ ପଡ଼ି ରାସ୍ତା ଅବରୋଧ କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଅଟକି ରହିଛି ।
2