ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସାମାଜିକ ସାଂସ୍କୃତିକ ବିକାଶ ସଂଘ ଦ୍ଵାରା ଦରି ପାଲ ଓ ରାସନ୍ ସାମଗ୍ରୀ ସହାୟତା*

କଣ୍ଟାପାଳ ପଞ୍ଚାୟତର ଗୋତମରା ଗ୍ରାମ, 26/08/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ସାମାଜିକ ସାଂସ୍କୃତିକ ବିକାଶ ସଂଘ ଦ୍ଵାରା ଦରି ପାଲ ଓ ରାସନ୍ ସାମଗ୍ରୀ ସହାୟତା ସାମାଜିକ ସାଂସ୍କୃତିକ ବିକାଶ ସଂଘ ଦ୍ଵାରା କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ ପଞ୍ଚାୟତର ଗୋତମରା ଗ୍ରାମରେ ଶ୍ରୀକାନ୍ତ ବେହେରାଙ୍କ ଘରଟି ଲଗାଣ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା ସ୍ବାମୀ ସ୍ତ୍ରୀ ସମେତ ତିନି ପିଲଙ୍କ ସହିତ ଚଳିବା ପାଇଁ ଅସୁବିଧା ହେଉଥିବାର ଖବର ପାଇ ସଂଘର ସକ୍ରିୟ ସଦସ୍ୟ ସୌମ୍ୟା ମିଶ୍ର ଦରି ପାଲ ଓ କିଛି ରାସନ୍ ସାମଗ୍ରୀ ନେଇ ସେଠାରେ ପହଞ୍ଚି ଥିଲେ।ସାମାଜିକ ସାଂସ୍କୃତିକ ବିକାଶ ସଂଘ ଢେଙ୍କାନାଳ ଜିଲ୍ଲାର ପ୍ରାୟ ଆଠଟି ବ୍ଲକରେ ଅସୁବିଧା ସମୟରେ ପହଞ୍ଚି ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିଥାଏ। ଯୋଗୀ ଓ ଦେବଂଶି ରଣା ଏଥିପାଇଁ ସଂଘକୁ ସାହାଯ୍ୟ କରିଥିଲେ।
Article Image
10