ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଶ୍ରମ ବିଦ୍ୟାଳୟ ଛାତିରୁ ଖସିଲା ତୃତୀୟ ଶ୍ରେଣୀ ରେ ଗୋଡର ଜଙ୍ଘ ରେ ପସିଲା ଲୁହା ଛଡ଼

ଗୁଣପୁର, 27/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ପୁରୁଣା ଗୁଣୁପୁର ରହିଥିବା ଆଶ୍ରମ ବିଦ୍ୟାଳୟ ରେ ଆଜି ଗଣେଶ ପୂଜା ଚାଲିଥିବା ସମୟରେ ଘଟିଛି ଅଘଟଣ । ସୂଚନା ଥାଉକି ବିଦ୍ୟାଳୟ ରେ ଗଣେଶ ପୂଜା ଚାଲିଥିବା ସମୟରେ ପୂଜା ଅର୍ଚ୍ଚନା ମଉଜରେ ରହିଲେ ଶିକ୍ଷକ ସେହି ସମୟରେ ବିଦ୍ୟାଳୟ ଛାତ୍ର ମାନେ କୁଆଡ଼େ ଯାଉଛନ୍ତି ତାହା ନିଘା ଯାହା ଫଳରେ ସେହି ବିଦ୍ୟାଳୟର ତୃତୀୟ ଶ୍ରେଣୀ ପାଠ ଛାତ୍ର ଗିରିଧର ବିଦ୍ୟାଳୟ ଛାତ୍ର ଉପରକୁ କୈ।ଣସ କାରଣ ରୁ ଛାତ୍ର ଯାଇଥିଲେ । ବିଦ୍ୟାଳୟ ଶିକ୍ଷକ ମାନେ ଅବଗତ ନଥିଲେ । କିଛି ଦିନ ଧରି ରାୟଗଡ଼ା ଜିଲ୍ଲା ଲଗାଣ ବର୍ଷା ଲାଗି ରହିଥିଲା ଯାହା ଫଳରେ ଛାତ ଉପରେ ପାଣି ରହି ଖସଡ଼ା ହୋଇଥିଲା ।ସେହି ଖସଡ଼ା ଉପରେ ପଦା ରଖିଥିଲେ ଯାହା ଫଳରେ ଗିରିଧର ସେହି ଛାତ ଉପରୁ ତଳକୁ ଖସି ପଡ଼ିଲେ ଯାହା ଫଳରେ ତଳେ ରହିଥିଲା ଲୁହା ଗେଟ୍ ସେହି ଗେଟ୍ ଉପରେ ରହିଥିଲା ମୁନିଆଁ ଲୁହା ଛଡ଼ ରହିଥିଲା ଯାହାଫଳରେ ମୁନିଆଁ ଲୁହା ଛଡ଼ ଉପରେ ଗିରିଧର ଖସି ପଡିଥିଲେ ଗିରିଧର ବାମ ଗୋଡ ଜଙ୍ଘ ରେ ସେହି ମୁନିଆଁ ଲୁହା ଛଡ଼ ପହି ଯାଇଥିଲା ଏହା ପରେ ଗିରିଧର ପାଟି କରି ଚିଲେଇ ଥିଲେ ଏହା ପରେ ବିଦ୍ୟାଳୟ ଶିକ୍ଷକ ମାନେ ଦଉଡ଼ି ଆସିଲେ । ଏହା ପରେ ବିଦ୍ୟାଳୟ ଶିକ୍ଷକ ଅଗ୍ନିଶମ ବିଭାଗ ଓ ଡାକ୍ତର ଟିମ୍ ଙ୍କୁ ଜଣାଇଥିଲେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏହା ପରେ ବହୁତ କଷ୍ଟ ରେ ପିଲା ଟିକୁ ସେହି ଲୁହା ଗେଟ୍ ରୁ ବାହାର କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା ଚାଲିଥିବା ସୁଚନା ମିଳିଛି। ହେଲେ ଏହି ପ୍ରଶ୍ନ ଉଠୁଛି ଯେ କେତେ ସୁରକ୍ଷିତ ରେ ଛାତ୍ର ମାନଙ୍କୁ ରଖିଛନ୍ତି ଷଷ୍ଟ ଭାବେ ବାରିହେଉଛ ।
Article Image
2