ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷଜ କୈଳାଶ ଚନ୍ଦ୍ର ମହାରଣା ଙ୍କ ସ୍ମୃତି ସଭା

ଜଗତସିଂହପୁର / ନିଆଳି, 27/08/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ସ୍ଥାନୀୟ ସିଠାଳ ଦ୍ବିପାଞ୍ଚଳ ର ବଚ୍ଛସାଇଲୋ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୈଳାସ ଚନ୍ଦ୍ର ମହାରଣା ଙ୍କ ଚତୁର୍ଦଶାହ ଅବସର ରେ ଏକ ସ୍ମୃତି ସଭା ତାଂକ ବାସଭବନରେ ଅନୁଷ୍ଠିତ ହୋଇଥିଲା |, ଦ୍ବିପାଞ୍ଚଳ ପୂଜ୍ୟପୂଜା ସ୍ମୃତି କମିଟି ର ସଭାପତି ଅକ୍ଷୟ କୁମାର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବହୁ ଅବସର ପ୍ରାପ୍ତ ଶିକ୍ଷକ ଯୋଗଦେଇ ସ୍ବର୍ଗତ କୈଳାସ ସାର ଙ୍କ ଲମ୍ବା କର୍ମମୟ ଜୀବନ ଉପରେ ସ୍ମୃତି ଚାରଣ କରିଥିଲେ |ଉକ୍ତ ସଭାରେ ନିରଂଜନ ବେଉରା ରମେଶ ଚନ୍ଦ୍ର ମହାପାତ୍ର ରମାକାନ୍ତ ମହାପାତ୍ର, ଦିଲ୍ଲୀପ ମହାନ୍ତି, କାଳନ୍ଦୀ ଚରଣ ପ୍ରଧାନ, ରମାକାନ୍ତ ସ୍ୱାଇଁ, ଜଗବନ୍ଧୁ ବଡୁ, ଜ୍ଞାନରଞ୍ଜନପ୍ରମୁଖ ସେନାପତି, ସୁରେନ୍ଦ୍ର ସାହୁ,ପୂର୍ବତନ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ, ପୂର୍ବତନ ଅନ୍ତର୍ଯ୍ୟାମୀ ବଡୁ, ରାକେଶ ନନ୍ଦନ ଓଝା, ପ୍ରମୁଖ ବହୁ ଅଂଶ ଗ୍ରହଣ କରିଥିଲେ |ପୂଜ୍ୟପୂଜା କମିଟି ର ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି |
Article Image
Article Image
11