ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରି ବଣିକ ସଂଘ ପକ୍ଷରୁ ପୂଜା ପାଇଲେ ୨୦ ଫୁଟର ଗଣେଶ ।

ଟିକିରି, 27/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଆଜି ହେଉଛି ଅଗ୍ରପୁଜ୍ୟ ଗଜାନନ ଙ୍କ ଚତୁର୍ଥୀ।ଆଜି ପୁର ପଲ୍ଲୀ ମହାଆଡମ୍ବରରେ ପାଳିତ ହୋଉଛି।ଏହି ଅବସରରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ବଣିକ ସଂଘ ରେ ପାଳିତ ହୋଇଯାଇଛି ।ଚଳିତ ବର୍ଷ ସୁନ୍ଦର ମେଢ ସହ ପ୍ରଥମ ଥର ୨୦ ଫୁଟର ଗଣେଶ ମୂର୍ତି ପୂଜା ପାଉଛନ୍ତି।ବଜାର ସାରା ଆଲୋକ ମାଳା ସୁସଜିତ ହୋଇଛି ।ଗତବର୍ଷ ମଧ୍ୟ ୧୨ ଫୁଟର ଗଣେଶ ପୂଜା କରାଯାଇଥିଲା।ଚଳିତ ବର୍ଷ ଭଜନ ସମାରହ ସହ ପ୍ରଷାଦ ସେବନ ର ବ୍ୟବସ୍ତା ହୋଇଛି ବୋଲି ସଭାପତି ମନୋଜ ବେହେରା କହିଛନ୍ତି ।ବଣିକ ସଂଙ୍ଘର ସଭାପତି ମନୋଜ ବେହେରା ଙ୍କ ଅଦକ୍ଷତାରେ ଟିକିରି ବଜାର ର ସମସ୍ତ ଦୋକାନୀ ସହୋଯୋଗ କରିଥିଲେ।
Article Image
Article Image
1