ଯାଜପୁର ଜିଲ୍ଲା ଦାନଗଦି ବ୍ଲକ, 27/08/2025, ଉତ୍କଳ voice news - utkalvoicenews.com( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଚିତ୍ରୀ ଠାରେ ଭାଗିରଥି ବାହାଲିଆ ଙ୍କ ସୌଜନ୍ୟତl ରେ ଯାଦବ ମହାସଭା ଯାଜପୁର ସଂପୂଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଅଛି ଏହି ସଭାକୁ ପରିଚାଳନା କରିଥିଲେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଯତି ମୁଖ୍ୟ ଅତିଥି ଜିଲ୍ଲା ଯାଦବ ସଭାପତି ରାମ ଚନ୍ଦ୍ର ବେହେରା, ଓ ସମ୍ମାନିତ ଅତିଥି ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ସେହ୍ନେଲତl ବାରିକ, ଧୁଲେଶ୍ଵର ଦାସ,ପରମାନନ୍ଦ ନାୟକ,ସଞ୍ଜୟ ମହାକୁଡ, ଚିତ୍ରସେନ ଦାସ,ପ୍ରସନ୍ନ ବେହେରା,ରବୀନ୍ଦ୍ର ବାରିକ ,ନିତ୍ୟାନନ୍ଦ ବେହେରା,ବିପିନି ବିହାରୀ ଦାସ,ରବୀନ୍ଦ୍ର ବାରିକ, ବିବେକା ନନ୍ଦ ବେହେରା,ଶିଶିର କୁମାର ଦାସ, ବ୍ରହ୍ମା ନନ୍ଦ ଦାସ, ପ୍ରମୁଖ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ କହିଲେ ଆଗାମୀ ଦିନରେ ଜିଲ୍ଲା ଯାଦବ ସଂଗଠନ କୁ ତୃଣ ମୂଳ ସ୍ତରରେ ଆହୁରି ମଝୁବୁତୁ କରାଯିବା ସହିତ ସଂପୂଣ୍ଣ କାର୍ଯ୍ୟକାରିଣୀ ନାମ ଘୋଷଣା କରିଥିଲେ ଜିଲ୍ଲା ଯାଦବ ମୁଖ୍ୟ ଉପଦେଷ୍ଟା ରୂପେ ପ୍ରଦ୍ମାକର ଗୁରୁ,ଜିଲ୍ଲା ଯାଦବ ଉପ ସଭାପତି ନିତ୍ୟାନନ୍ଦ ବେହେରା, ଜିଲ୍ଲା ଯାଦବ ଉପ ସଭାପତି କପିଳ ବେହେରା, ଜିଲ୍ଲା ଯାଦବ ସହ ସମ୍ପାଦକପ୍ରବ୍ଦ୍ୟୁମ୍ନବାରିକ, ଜିଲ୍ଲା ଯାଦବ ଉପଦେଷ୍ଟା ଫଗୁ ଚରଣ ଦାସ,ଜିଲ୍ଲା ଯାଦବ ସହ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ,ଜିଲ୍ଲା ଯାଦବ ଉପଦେଷ୍ଟା କୁଳମଣୀ ସାହାଣୀ,ଜିଲ୍ଲା ଯାଦବ ଯୁବ ଉପସଭାପତି ଚିତ୍ର ସେନ ଦାସ,ଜିଲ୍ଲା ଯାଦବ ଯୁବ ଉପସଭାପତି ପ୍ରକାଶ ଚନ୍ଦ୍ର ଦାସ, ଜିଲ୍ଲା ଯାଦବ ମହିଳା ଉପ ସଭାନେତ୍ରୀ ପୁଷ୍ପଲତା ବେହେରା, ଜିଲ୍ଲା ଯାଦବ ଗଣ ମାଧ୍ୟମ ସଭାପତି ଉମାକାନ୍ତ ବେହେରା ପରି ଶେଷ ରେ ଯାଦବ କୁଳ ଗବେଷକ ସ୍ୱର୍ଗତ ଅର୍ଜୁନ ମହlକୁଡୁ ଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ତପନ କୁମାର ବେହେରା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ
