ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏସ. କେ. ଏକାଡେମୀ ରେ ସୁବାସ ବୋଷ ଜୟନ୍ତୀ ଓ ଖାଦ୍ୟ ମେଳା ଅନୁଷ୍ଟିତ l

ପାରାଦୀପ ଗଡ, 23/01/2025, ଉତ୍କଳ voice news - utkalvoicenews.com ଅଦ୍ୟ ତା ୨୩.୦୧.୨୦୨୫ ରିଖ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରାଦୀପ ଗଡ ଶିଳ୍ପାଞ୍ଚଳ ରେ ଅବସ୍ଥିତ ଏସ. କେ. ଏକାଡେମୀ ରେ ସୁବାଷ ବୋଷ ଜୟନ୍ତୀ ଓ ଖାଦ୍ୟ ମେଳା ମହାସମାରୋହରେ ଅନୁଷ୍ଟିତ ହୋଇ ଯାଇଛି l
Article Image
ଉକ୍ତ ଖାଦ୍ୟ ମେଳା ମେଳାରେ ମୂଖ୍ୟ ଅତିଥି ଭାବେ ଅକ୍ସୋଫୋର୍ଡ ଇଣ୍ଟରନେସନାଲ ସ୍କୁଲ ର ପ୍ରିନ୍ସିପlଲ୍ ଡକ୍ଟର ଦେବୀ ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସ୍କୁଲ କମିଟି ର ସମ୍ପାଦକ ଶ୍ରୀ ବିମଳ କୁମାର ପଟ୍ଟନାୟକ, ଉପଦେଷ୍ଟା ପ୍ରମୋଦ କୁମାର ପତି, ଆଇନଜୀବୀ ଶ୍ରୀଧର ମିଶ୍ର ଯୋଗଦେଇ ସ୍କୁଲ ର ଆୟୋଯୋଗ ଙ୍କ ଏପରି କାର୍ଯକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ l ସ୍କୁଲ୍ ର ଅଧକ୍ଷ ଶ୍ରୀ ପ୍ରଭାତ ପ୍ରକାଶ ସାହୁ କାର୍ଯ୍ଯକ୍ରମ ସଞ୍ଚାଳନ କରିଥିବା ବେଳେ, ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସସ୍ମିତା ସ୍ୱାଇଁ ଖାଦ୍ୟ ମେଳା କୁ ପରିଚାଳନା କରିଥିଲେ l
Article Image
Article Image
1