ଢେଙ୍କାନାଳ, 27/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନାଳ ଟାଉନପ୍ଲାନିଂ ସୁପର ଟାଇଗର କ୍ଲବ ତରଫରୁ ୩୩ ତମ ଗଣେଶ ପୂଜା ପାଳିତ । ଏହି ପୂଜା ନିତିକାନ୍ତି ସହ ୭ ଦିନ ଧରି ଅନୁଷ୍ଠିତ ହେବ ପୂଜକ - ଭାରତ ଭୁଷଣ ରଥ
କର୍ତ୍ତା - ଦୁଷ୍ମନ୍ତ କୁମାର ବେହେରା ସଭାପତି - ସାଗର ବେହେରା ସମ୍ପାଦକ - ପ୍ରଭାସ ଓଝା ଓ ପ୍ରଶାନ୍ତ ବେହେରା , ରାଜୁ ରାଉତ , ଶ୍ରୀକାନ୍ତ ଓଝା, ସୁମନ୍ତ ରାଉତ , ଆକାଶ ବେହେରା, କାହ୍ନା ଓଝା , ତୁଷାର କୁମାର ବେହେରା ଓ ସମସ୍ତ କର୍ମକର୍ତ୍ତା ।