ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଜପତି କ୍ଲବ ତରଫରୁ 20 ବର୍ଷ ଗଣେଶ ପୂଜା ପାଳିତ ହୋଇଛି

ଢେ଼ଙ୍କାନାଳ, 27/08/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଗଜପତି କ୍ଲବ ତରଫରୁ 20 ବର୍ଷ ଗଣେଶ ପୂଜା ପାଳିତ ହୋଇଛି ଢେଙ୍କାନାଳ ସଦର କାଙ୍କଡପାଳ ପୁରୁଣା ସାହି 20 ତମ ଗଣେଶ ପୂଜା ପାଳିତ ହୋଇଛି
Article Image
ଆଦ୍ୟ ତା 27/08/25 ଠାରୁ ଆରମ୍ଭ ହୋଇ ତା 18/09/25 ରେ ଭସାଣି ଶୋଭାଯାତ୍ରା ସଂସ୍କୃତି କାର୍ଯ୍ୟକ୍ରମ ସହ ପାଳିତ ହବ ପ୍ରତ୍ୟକ ଦିନ ନୀତି କାନ୍ତି ଅନୁସାରେ ପୂଜା କରାଯିବ ପୂଜକ ପ୍ରମୋଦ କୁମାର ପଣ୍ଡା ଓ କର୍ତ୍ତା ଅର୍ଜୁନ ଦାସ ଓ ସଭାପତି ପ୍ରିୟବ୍ରତ ପଣ୍ଡା ସଂପାଦକ ସୂର୍ଯ୍ୟନାରାୟଣ ସାହୁ ଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରାଗଲା
1