ମହାକାଳପଡ଼ା, 27/08/2025, ଉତ୍କଳ voice news - utkalvoicenews.com ( କେନ୍ଦ୍ରାପଡା ରୁ ମୃତ୍ୟୁଞ୍ଜୟ ମିଶ୍ର ଙ୍କ ରିପୋର୍ଟ ) :
ଗଜାନନ ଙ୍କ ପୂଜାରେ ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହେଇ ଉଠିଛି. ସେଥିରୁ ବାଦ ପଡିନି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଛି ଯୁବକ ସଂଘ ମାନେ। ଗତନଇ ର ବଜ୍ର ମହାକାଳୀ ଯୁବକ ସଂଘ
ନଳଦିଆ ର ବଟ ମହାପୁରୁଷ ଯୁବକ ସଂଘ ଏଥିରେ ଏକ ନିଆରା ଶୈଳୀରେ ମେଢ଼ ତିଆରି କରି ଯାଦପୁର ଗ୍ରାମର କିଛି ଯୁବକ ସଂଘ ଜନସାଧାରଣ ଙ୍କର ମନକୁ ଛୁଇଁଲା ଭଳି ମେଢ଼ ତିଆରି କରିଛନ୍ତି। ଯଦୁପୁର ଗ୍ରାମର ମା ବଜ୍ରବୁଢୀ ଯୁବକ ସଂଘର ସଭାପତି -ମାଧବ ହେହେରା,ଉପ ସଭାପତି -ରଜତ ବେହେରା, ସମ୍ପାଦକ ସୂର୍ଯ୍ୟକାନ୍ତ ବେହେରା, ଚିତ୍ତରଞ୍ଜନ ମହାପାତ୍ର,ଦିପ୍ତି ରଞ୍ଜନ ଓଝା ଏବଂ ଯୁବକ ସଂଘର ସଦସ୍ୟ ମାନେ ଉପସ୍ଥିତି ଥିଲେ