ଢେ଼ଙ୍କାନାଳ, 28/08/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନାଳ କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ 46ତମ ଗଣେଶ ପୂଜା ପାଳିତ ହୋଇଯାଇଛି 27 ତାରିଖ ଠାରୁ 16 ତାରିଖ ଦିନ ଭସାଣି ଉତ୍ସଵ ଧୁମଧାମରେ ପାଳନ କରାଯିବ ପ୍ରତ୍ୟେକଦିନ ନୀତି କାନ୍ତି ରେ ପୂଜା ଅର୍ଚ୍ଚନା କରାଯାଉଛି ସନ୍ତୋଷ ଭାଇନା ପୂଜା ଅର୍ଚ୍ଚନା କରିଥିଲେ କର୍ତ୍ତା ପ୍ରତାପ ସାସମଲ୍ ସଦସ୍ୟ ମନୋଜ କୁମାର ସାହୁ,ବିକ୍ରମ ପରିଡ଼ା, ଦିଲୀପ କୁମାର ପଣ୍ଡା,ହେମନ୍ତ ସାହୁ,ବୁବୁ ସାସମଲ, ସୂଜିଆ, ବିଭୂତି ସିଲୁ , ଅଜୁ, ମନୁଆ,ବାପି,ଆକାଶ,ଚନ୍ଦନ,ଲିଯୁ,ଜାଗା ହାଲୁଆ,ତପୁ,ଲିପୁ,ରାଜା ,ଚିକୁ,କାଳିଆ,ଯାଯୁଲ ,ଶଙ୍କର , ଗୁଡୁ,ହିମା,ସୁଧାଂଶୁ,ପାଜି, ଲକ୍ଷ୍ମଣ, ଚନ୍ଦୁ,କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଗଣେଶ ପୂଜା ପାଳନ କରାଯାଇଛି