ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାମେଶ୍ବରପୂର ଜୟ ଜଗନ୍ନାଥ କ୍ଲବ୍ ୨୩ ତମ ଗଣେଶ ପୂଜା ପାଳିତ

ଢେ଼ଙ୍କାନାଳ, 28/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ରମେଶ୍ୱରପୁର ତରଫ ରୁ ୨୩ ତମ ଗଣେଶ ପୂଜା ପାଳିତ ହୋଇଯାଇଛି ୨୭.୦୮.୨୦୨୫ ରୁ ଆରମ୍ଭ ହୋଇ ୨.୦୯.୨୦୨୫ ରାତ୍ର ରେ ପୂର୍ଣ୍ଣାହୁତି ହେବ ୭ ଦିନ ଧରି ପୂଜା ଚାଲିବ ଏଥର ର ମୁଖ୍ୟ ଆକର୍ଷଣ ମୂର୍ତ୍ତି ଏବଂ ସାଜ୍ଜ ସଜ୍ଜା ଏଥର ର ସଭାପତି - ସୁଭେନ୍ଦ୍ର ସାହୁ ସଂପାଦକ - ସୁବ୍ରତ ମହାକୁଡ୍
Article Image
କୋଷାଧ୍ୟକ୍ଷ - ଅଜୟ କୁମାର ନାୟକ କ୍ଲବ୍ ର ସମସ୍ତ ସଦସ୍ୟ କୁ ନେଇକରି ପୂଜା ଅନୁଷ୍ଠିତ ହୋଇଛି
1