ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଆନନ୍ଦ ବଜାର ଗଣେଶ ପୂଜା କମିଟି ପକ୍ଷରୁ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

ଢେ଼ଙ୍କାନାଳ, 02/09/2025, ଉତ୍କଳ voice news - utkalvoicenews.com (( ଶୁଭମ୍ ପାଣି ଙ୍କ ରିପୋର୍ଟ ))
Article Image
ଢେ଼ଙ୍କାନାଳ ଆନନ୍ଦ ବଜାର ଗଣେଶ ପୂଜା କମିଟି ପକ୍ଷରୁ ଆଜି ପୂଜାର ସପ୍ତମ ଦିବସରେ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି କରାଯାଇଥିଲା । ଅନ୍ନ, ଡାଲମା, ଓଉ ଖଟା ,ଶାଗ , କ୍ଷୀରି ଆନନ୍ଦ ବଜାର କମଳା ମଣ୍ଡପ ଠାରେ ୨୦୦୦ ରୁ ଉର୍ଦ୍ଧ ଭକ୍ତ ମନେ ଆନନ୍ଦ ରେ ପ୍ରସାଦ ସେବନ କରିଥିଲେ । ସଭାପତି ରାମ ଚନ୍ଦ୍ର ନାୟକ ,ସମ୍ପାଦକ ଦିପୁନ ପ୍ରଧାନ କମିଟି ର କର୍ମକର୍ତ୍ତା ପ୍ରଦ୍ୟୁମ୍ନ ,ଲିକୁ,ବିକାଶ ପ୍ରଧାନ, ଲିପୁନ ପ୍ରଧାନ ,ଭିକି ନାୟକ,ଶକ୍ତି ସାହୁ ,ପିନୁ ଦଳେଇ,ରାହୁଲ ସାହୁ ,ଚିନ୍ମୟ ବେହେରା ଓ ଅନ୍ୟ ସମସ୍ତ କର୍ମ କର୍ତ୍ତା ଙ୍କ ସହଯୋଗ ରେ ଏହି ପ୍ରସାଦ ସେବନ କାର୍ଯ୍ୟ କ୍ରମ ସମ୍ପୂର୍ଣ୍ଣ ହୋଇଥିଲା
Article Image
5