ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚୋରା ଗୋ ଚାଲାଣ କଣ୍ଟେନର ଗାଡ଼ିକୁ ଜବତ କଲା ବଡ଼ଚଣା ପୋଲିସ

ଯାଜପୁର, 02/09/2025, ଉତ୍କଳ voice news - utkalvoicenews.com(( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ))
Article Image
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚlରିନଙ୍ଗଳ ଗ୍ରାମରୁ ଗୋ ଚାଲାଣ ବ୍ୟବସାୟୀ ରାତି ଗୋଟାଏ ସମୟର ଏକ କଣ୍ଟେନର ଗାଡ଼ିରେ 100ରୁ ଉର୍ଦ୍ଧ ଗାଈ ନେଇ ଯାଉଥିବା ବେଳେ କୌଣସି କାରଣ ବଶତଃ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଖବର ପାଇ ଖଇରା ଠାରେ ଗୋରୁ ବୋଝେଇ କଣ୍ଟେନର ଗାଡ଼ିଟିକୁ ଜବତ କରିଥିଲେ ଗାଈ ଗୁଡ଼ିକୁ ଗାଡ଼ି ରୁ ଓହ୍ଲାଇ ସୁରକ୍ଷିତ ଜାଗାକୁ ନେଇ ଯାଇଥିଲେ ବଡ଼ ଦୁଃଖ ର କଥା ତା ଭିତରେ 28 ଟି ଗାଈ ଓ ବାଛୁରୀ ମରିଯାଇଥିଲେ ଗୋ ମାତା ଙ୍କ ମରଣ ଦେଖୀ ନିଜେ ମଧୁସ୍ମିତା ବେହେରା କନ୍ଧି ପକାଇଲେ ପରେ ଜେଶିବି ମେସିନ ସାହାଯ୍ୟରେ ଗାତ କରି ମରି ଯାଇଥିବା ଗୋ ମାତା ମାନଙ୍କୁ ପୋତି ଦିଆଯାଇ ଥିଲା
13