ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟାଙ୍ଗିଆ ସହିତ ମରାଣାନ୍ତକ ଆକ୍ରମଣ

ରାୟଗଡ଼ା , 03/09/2025, ଉତ୍କଳ voice news - utkalvoicenews.comପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ :
Article Image
ରାୟଗଡା ସହର ଅନ୍ତର୍ଗତ ରେଲି ଶାହୀର ରାଜାନ୍ନା ଯେମଷଙ୍କୁ କେହି ଦୁର୍ବୃତ୍ତ ଟାଙ୍ଗିଆ ସହିତ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସୂଚନା। ରାଜାନ୍ନା ଯେମଷ ବଜାରରୁ ଘରକୁ ଫେରୁଥିବା ସମୟରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପଛପଟ ରାସ୍ତାରେ ତାଙ୍କୁ କେହି ଆକ୍ରମଣ କରିଥିବନେଇ ପରିବାର ପକ୍ଷରୁ ସୂଚନା।ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Article Image
16