ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହାଟ ରୋଡ୍‍ ପୂଜା କମିଟିର ନୂଆ କର୍ମକର୍ତ୍ତା ଚୟନ

ଢେଙ୍କାନାଳ, 03/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ହାଟ ରୋଡ୍‍ ପୂଜା କମିଟି କମ୍ୟୁନିଟି କେୟାର ଆସୋସିଏସନ୍‍ର ନୂଆ କର୍ମକର୍ତ୍ତା ଚୟନ ହୋଇଛନ୍ତି । ମେଣ୍ଟର ଭାବରେ ଗୋଲଖ ଚନ୍ଦ୍ର ସାହୁ, ସଭାପତି ଦାୟିତ୍ୱରେ ନିଶାକର ସାହୁ, ଉପ-ସଭାପତି ଭାବେ ରଞ୍ଜନ କୁମାର ସାହୁ, ସମ୍ପାଦକ ଭାବେ ସୁନିଲ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ସଚିଦାନନ୍ଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଶଶାଙ୍କ ଶେଖର ଦାସ, ଅତିରିକ୍ତ ସମ୍ପାଦକ ଭାବେ ନିଗମ ନନ୍ଦା ସାହୁ, ସୁଶାନ୍ତ କୁମାର ସାହୁ, ସୁକାନ୍ତ କୁମାର ସାହ, କ୍ୟାସିୟର ଭାବେ ପୁରୁଷୋତ୍ତମ ସାହୁ ଅନିଲ କୁମାର ସାହୁ, ସହଯୋଗୀ କ୍ୟାସିୟର ଭାବେ ଭବାନୀ ଶଙ୍କର ମିଶ୍ର ରହିଛନ୍ତି । ସେହିପରି ଜେନେରାଲ ବଡି ନୂତନ ସଦସ୍ୟ ଭାବରେ ସତ୍ୟବ୍ରତ ମହାନ, ପଦ୍ମଲୋଚନ ସାହୁ , ସୋମନାଥ ସାହୁ ରହିଛନ୍ତି |
16