ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଲିସ୍ ପରିବାର ତରଫରୁ ଦୁର୍ଗାପୂଜା ଉପଲକ୍ଷେ ମାଟି ଅନୁକୂଳ

ଢେଙ୍କାନାଳ, 04/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ଜିଲ୍ଲା ପୋଲିସ ପରିବାର ତରଫରୁ ପବିତ୍ର ଦୁର୍ଗାପୂଜା ନିମନ୍ତେ ମା'ଙ୍କୁ ଷୋଡଶ ଉପଚାରରେ ପୂଜାର୍ଜନା କରାଯାଇ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଅଛି । ରିଜର୍ଭ ପୋଲିସ ଲାଇନ ଦୁର୍ଗାପୂଜା କମିଟି ତରଫରୁ ରିଜର୍ଭ ଇନସିକେଟର (ହୋମଗାର୍ଡ) ପ୍ରମୋଦ କୁମାର ପାଣି କର୍ତା, ସଭାପତି ପରମାନନ୍ଦ ମିଶ୍ର, ସଂପାଦଳ ପ୍ରଫୁଲ୍ଲ କୁମାର ବେହେରା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ଦଳେଇ, ମନ୍ଦିର କମିଟି ସଂପାଦକ ରବି ନାରାୟଣ ସେଠୀ, ସୁରେଶ ଚନ୍ଦ୍ର ପଣ୍ଡା, ମାୟାଧର ପ୍ରଧାନ, ପିଡବାସ ସିଂ, ରମେଶ ସେଠୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କ ସହଯୋଗରେ ଖୋଳ କୀର୍ତନ କରି ବ୍ରାହ୍ମଣୀ ନଦୀକୂଳରେ ପୂଜାର୍ଚନା ସହିତ ଉକ୍ତ ମାଟି ଅନୁକୂଳ କାର୍ଯ୍ୟ ସମ୍ପାଦନା କରାଯାଇଥୁଲା ।
77