ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ଆଇନ ଜୀବି ଙ୍କ ଅକାଳ ବିୟୋଗ

କୁଜଙ୍ଗ, 05/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ) - ନୃସିଂହ ଚରଣ ମଲ୍ଲିକ କ ରିପୋର୍ଟ :
Article Image
କୁଜଙ୍ଗ ଅଞ୍ଚଳ ର ଯୁବ ଆଇନୀଜୀବି ତଥା କୁଜଙ୍ଗ ପଙ୍କପାଳ ର ପୂର୍ବତନ ବିଜେପି ସଭାପତି, ଓ ଜଣେ ପରୋପକାରୀ ବ୍ୟକ୍ତି ପ୍ରଦୀପ୍ତ ମହାପାତ୍ର ଙ୍କ ଅକାଳ ବିୟୋଗ ରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି, ତାଙ୍କର ମର ଶରୀର କୁ ରାହାମା, ପଙ୍କପାଳ ପଥୁରିଆ ଆଦି ସ୍ଥାନ କୁ ଶୋଭାଯାତ୍ରା ରେ ନିଆ ଯିବା ପରେ ପୈତୃକ ଗ୍ରାମ ରେ ଶେଷକୃତ ସମ୍ପନ୍ନ କରାଯାଇଥିଲା, ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋଭାଯାତ୍ରା ରେ ଯୋଗ ଦେଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ,
5