ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ,ଗୁରୁ ଦେବୋ ମହେଶ୍ବର, ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ, ତେସ୍ମି ଶ୍ରୀ ଗୁରୁବେ ନମଃ

ଏରସମା, 05/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
Article Image
ଆଜି ହେଉଛି ପବିତ୍ର ଗୁରୁ ଦିବସ। ଏ ସାରା ସଂସାରରେ ସମସ୍ତ ଅନୁଷ୍ଠାନ ,ବିଦ୍ୟାଳୟ ମାନଙ୍କରେ ଗୁରୁ ଦିବସ ପାଳନ ହେଉଥିବାବେଳେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ରେ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ଏରସମା ୨ ନାଟ୍ୟ ଗୁରୁ ତଥା ଏରସମା ଗ୍ରାମ୍ୟ କମିଟି ସଭାପତି ଅମୁଲ୍ୟ ବିଶ୍ୱାଳ ଓ ଲୋକନାଥ ମହାନ୍ତି ଙ୍କୁ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଛି। ସାଂସ୍କୃତିକ ମଞ୍ଚ ର ସମସ୍ତ କର୍ମକର୍ତ୍ତା ସର୍ବପ୍ରଥମେ ଦୁଇ ଗୁରୁଙ୍କୁ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।
55