ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିବ୍ୟାଙ୍ଗ ଦମ୍ପତିଙ୍କୁ ନୂତନ ଶାଢ଼ୀ ଓ ରାସନ୍ ସାମଗ୍ରୀ ବଣ୍ଟନ

ଢେ଼ଙ୍କାନାଳ, 06/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ବିଶ୍ୱଶ୍ରି ପାଢୀଙ୍କ ଜନ୍ମଦିନ ଉପଲକ୍ଷେ କଣ୍ଟାପାଳ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଭୀମସେନ ମୁଣ୍ଡା ଓ ରାଧି ମୁଣ୍ଡାଙ୍କୁ ରାସନ୍ ସାମଗ୍ରୀ ଓ ନୂତନ ଶାଢ଼ୀ ପ୍ରଦାନ କରାଯାଇଥିଲା।ଏକ ଭଗ୍ନ ଘରେ ଦୁଇ ଦିବ୍ୟଙ୍ଗ ସ୍ବାମୀ ସ୍ତ୍ରୀ ଜୀବନ ଜାପନ କରୁଛନ୍ତି। ନା ଅଛି ରୋଜଗାର ନା ଅଛି ରହିବା ପାଇଁ ଘର।ଭିମସେନ ମୁଣ୍ଡାଙ୍କ ପାଇଁ ସେହି ସ୍ଥାନର ସମାଜସେବୀ ସତ୍ୟବାନ ତାଙ୍କ ପାଇଁ ଦିବ୍ୟାଙ୍ଗ ଭତା ଆବେଦନ କରିଥିବାର ଜଣା ପଡ଼ିଛି। ସଂଘ ତରଫରୁ ଦିବ୍ୟାଙ୍ଗ ଦମ୍ପତି ଙ୍କ ପାଇଁ ଏକ ଆବାସ ଘର ପାଇଁ ଆବେଦନ କରାଯିବ ବୋଲି ସୂଚନା ମିଳିଛି।
Article Image
14