ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶା ସେବନ ଠାରୁ ଦୁରେଇ ରହିବାକୁ ଜନ୍ମଦିନରେ ସମାଜସେବୀଙ୍କ ବାର୍ତ୍ତା

ଏରସମା, 07/09/2025, ଉତ୍କଳ voice news - utkalvoicenews.com ( ଏରସମାରୁ ଅଂଶୁମାନ ମିଶ୍ର କ ରିପୋର୍ଟ ) :
Article Image
ସମାଜସେବୀ ମଣି ଶଙ୍କର ପରିଡ଼ାଙ୍କ ୨୯ ତମ ଜନ୍ମଦିବସ ଉପଲକ୍ଷେ ଗଡ଼କୁଜଙ୍ଗ କୁଞ୍ଜବିହାରୀ ଲେବର ୟୁନିୟନ ଯୁବକ ମାନଙ୍କ ସହିତ ଜନ୍ମଦିନ ପାଳନ କରିବା ସହିତ ଯୁବକ ମାନଙ୍କୁ ନିଶା ଶେବନ ଠାରୁ ଦୁରରେ ରହି ଭଲ ମଣିଷ ହେବା ସହିତ ବାପା ,ମା ଙ୍କ ସେବା କରିବା ପାଇଁ ପରାମର୍ଶ ଦେବା ସହିତ ବେକାରୀ ଯୁବକମାନଙ୍କୁ ଅଞ୍ଚଳରେ ଗଢି ଉଠିଥିବା କମ୍ପାନୀରେ କିଭଳି ନିଯୁକ୍ତି ପାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। କୁଞ୍ଜବିହାରୀ ଲେବର ୟୁନିୟନ ଉପଦେଷ୍ଟା ମଣି ଶଙ୍କର ପରିଡା,ସଭାପତି ଶ୍ରୀକାନ୍ତ ସାହୁ, ଉପସଭାପତି ଜୟନ୍ତ କୁମାର ବାରିକ, ସଂପାଦକ ବିଭୁତି ପଣ୍ଡା, କୋଷାଧ୍ୟକ୍ଷ କିଶାନ ଜେନା,ସହ ଉପଦେଷ୍ଟା ନିର୍ମଳ ରାଉଳ, ଆଇନିଗତ ଉପଦେଷ୍ଟା ରବି ସ୍ୱ।ଇଁ, ସୁଧାଂଶୁ ନାୟକ,ସୋମ୍ୟ ଦିବ୍ୟାଂସୁ ନାୟକ,ପ୍ରଭୁ ସାମଲ, ତୋଫାନ ସାମଲଙ୍କ ସମେତ ଲେବର ୟୁନିୟନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Article Image
Article Image
17