ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶାସନପଡା ହାଇସ୍କୁଲ ରେ ଗୁରୁ ପୂଜା |

ଜଗତସିଂହପୁର / ନିଆଳି , 07/09/2025, ଉତ୍କଳ voice news - utkalvoicenews.com (ସରୋଜ ନାୟକ ଙ୍କ ଠାରୁ ) :
Article Image
ସିଠାଳ ଗ୍ରାମପଞ୍ଚାୟତ, ଶାସନପଡା ଗ୍ରାମର ନୀଳମାଧଵଜୀଉ ସରକାରୀ ଉଚ୍ଚବିଦ୍ୟାଳୟ ର ଗୁରୁଦିବସ କୁ ମହାଆଗ୍ରହ ଓ ଆନଂଦ ରେ ପାଳନ କରାଯାଇଥିଲା |ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନାୟକ ଅତିଥି ଭାବରେ ଯୋଗଦେଇଥିଲେ |ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ |ଶିକ୍ଷୟିତ୍ରୀ ପାୟଲ ନାୟକ, ରିତାଞ୍ଜଳୀ ପାଢ଼ୀ, ସବିତା ସେଠୀ, ଗୁରୁ ଦିବସ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ତାଂକ ଭାଷଣରେ କହିଥିଲେ |ଛାତ୍ରଛାତ୍ରୀ ମାନେ ଗୁରୁପୂଜା କରିବା ସହିତ ମନ ପସନ୍ଦ ଉପହାର ପ୍ରଦାନ କରିଥିଲେ |ଏହି ଉପଲକ୍ଷେ କେକ୍ କଟାଯାଇ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟାଯାଇ ଥିଲା |
Article Image
Article Image
Article Image
2