ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ମଙ୍ଗଳା ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାହାମା, 24/01/2025, ଉତ୍କଳ voice news - utkalvoicenews.comମାଙ୍କ ବିଗ୍ରହ ପ୍ରତିଷ୍ଠା ଓ ଉର୍ନତି କରଣ ପାଇଁ ନୂତନ ଭାବେ ଗଢ଼ାଯାଇଥିବା କର୍ମକର୍ତ୍ତା ସଭାପତି ଜାଟାଧାରୀ ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧକ୍ଷ କିଶୋର କୁମାର ଦାଶ, ପ୍ରକାଶ କୁମାର ସାହୁ,ଅଜୟ କୁମାର ସାହୁ, ନିର୍ମଳା ବାରିକ, ମନୋହର ସ୍ବାଇଁ, ଭ୍ରମରବର ବେହେରା, ଶୈଳବାଳା ନାୟକ,ସରସ୍ବତୀ ଦାଶ। ମା ମଙ୍ଗଳା ମନ୍ଦିର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଶିଳ୍ପ, ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ବାଇଁ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମା ମଙ୍ଗଳା ମନ୍ଦିର ମା ଙ୍କ ବିଗ୍ରହପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିବା ସହିତ ଆସନ୍ତା ଫ୍ରେବୁଆରି ମାସ ୧୫, ୧୬, ୧୭ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ରେ ଯୋଗ ଦେବା ପାଇଁ ଅନୁରୋଧ କଲେ। ଏହି ଭବ୍ୟ ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେବା ସହିତ ସହଯୋଗ କରିବା ପାଇଁ ମା ମଙ୍ଗଳା ସମସ୍ତ କର୍ମକର୍ତ୍ତା ମାନେ ଅନୁରୋଧ କରିଛନ୍ତି
1