ଢେଙ୍କାନାଳ, 08/09/2025, ଉତ୍କଳ voice news - utkalvoicenews.com (ଶୁଭମ୍ ପାଣି ଙ୍କ ରିପୋର୍ଟ) :

ଢେଙ୍କାନାଳ କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ର ୪୬ତମ ଗଣେଶ ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି ।ପ୍ରତ୍ୟେକଦିନ ନୀତି କାନ୍ତି ରେ ପୂଜା ଅର୍ଚ୍ଚନା କରାଯାଉଛି ।ସନ୍ତୋଷ ଭାଇନା ପୂଜା ଅର୍ଚ୍ଚନା କରିଥିଲେ। ଆଜି ପୂଜା ର ୧୨ ଦିନରେ ଗଣେଶ ଙ୍କ ପାଖରେ ଅର୍ନ ଶଙ୍କୁଡ଼ି ଭୋଗ ଲାଗି କରାଯାଇଥିଲା ଭକ୍ତ ମାନେ ମହା ଆନନ୍ଦ ରେ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ କରିଥିଲେ ।ଆଜି ମୁଖ୍ୟ ଅତିଥି ଭାବରେ ଗ୍ରାମ ସଭାପତି ଚନ୍ଦନ ମହାନ୍ତି,ଗ୍ରାମ ସମ୍ପାଦକ ପୁରୁଷୋତ୍ତମ ଦାସ,ପୁରାତନ ସଭାପତି ପ୍ରମୋଦ ପଣ୍ଡା,ଶ୍ରୀନିବାସ ନାୟକ ଅତିଥି ଭାବେ ଯୋଗଦେଇଥିଲେ ।୨୭ ତାରିଖ ଠାରୁ ୧୬ ତାରିଖ ଦିନ ଭସାଣି ଉତ୍ସଵ ଧୁମଧାମରେ ପାଳନ କରାଯିବ ।କର୍ତ୍ତା ପ୍ରତାପ ସାସମଲ ଙ୍କ ସହିତ ମନୋଜ କୁମାର ସାହୁ,ବିକ୍ରମ ପରିଡ଼ା, ଦିଲୀପ କୁମାର ପଣ୍ଡା,ହେମନ୍ତ ସାହୁ,ବୁବୁ ସାସମଲ, ସୂଜିଆ, ବିଭୂତି ସିଲୁ , ଅଜୁ,
ମନୁଆ,ବାପି,ଆକାଶ,ଚନ୍ଦନ,ଲିପୁ,ଜଗା ହାଲୁଆ,ତପୁ,ଲିପୁ,ରାଜା ,ଚିକୁ,କାଳିଆ,ଯାଯୁଲ ,ଶଙ୍କର , ଗୁଡୁ,ହିମା,ସୁଧାଂଶୁ,ପାଜି, ଲକ୍ଷ୍ମଣ, ଚନ୍ଦୁ,କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଅତିଥି ମାନେ ପ୍ରଭୁ ଗଜାନନ ଙ୍କ ର ଭସାଣି ଶାନ୍ତି ଶୃଙ୍ଖଳା ରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଦିବସରେ ବାଦି ସଂକ୍ରିତନ ପରିବେଷଣ ହୋଇଥିଲା କଙ୍କଡପାଳ ସଂକ୍ରିତାନ ମଣ୍ଡଳୀ ନୂଆ ସାହି ଓ ରେକୁଲା ସଂକ୍ରିତ୍ତନ ପରିବେଷଣ କରାଯାଇଥିଲା
