ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚାରି ଦଫା ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ

ଢେଙ୍କାନାଳ, 10/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ତରଫରୁ ଆଜି ୪ ଦଫା ନେଇ ଶତାଧ‌ିକ କର୍ମଚାରୀ ଏକ ରାଲିରେ ଯାଇ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଧାର୍ଯ୍ୟ ଦାବି ଗୁଡିକ ହେଲା ମଜୁରୀ ଉପରେ କୋଡ୍ ତଳେ କେନ୍ଦ୍ରୀୟ ମଜୁରୀର କାର୍ଯ୍ୟକାରିତା, ଓଡିଶାରେ ହରିୟାଣା ଆଉଟସୋର୍ସିଂ ପଲିସି ମଡେଲର ଗ୍ରହଣ, ବଂଟନ କମ୍ପାନୀରେ ଏକ ଫୁଟର ଜୋନ୍ ଜୋନ୍ ସ୍ଥାନାନ୍ତର ନୀତି କାର୍ଯ୍ୟକାରୀ କରନ୍ତୁ, ଇପିଏଫ୍ ରୁ ଏଷ୍ଟହ୍ଲାଇଲ୍‌ କର୍ମଚାରୀଙ୍କ ଉଦାହରଣ ଇତ୍ୟାଦି ଦାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ଦାବି ପାତ୍ର ପ୍ରଦାନ କରିଛନ୍ତି ।
Article Image
15