ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ମଙ୍ଗଳା ମନ୍ଦିରରେ ମଙ୍ଗଳ ବାର ଓଷା ପାଳିତ

ଢେ଼ଙ୍କାନାଳ, 10/09/2025, ଉତ୍କଳ voice news - utkalvoicenews.com (ଶୁଭମ୍ ପାଣି ଙ୍କ ରିପୋର୍ଟ) :
Article Image
ରାଧା କୃଷ୍ଣ ବଜାର ସ୍ଥିତ ଦୋଳ ମଣ୍ଡପ ସାହିଠାରେ ମା ମଙ୍ଗଳା ମନ୍ଦିର ରେ ଆଶ୍ୱିନ ମାସର ନିଶା ମଙ୍ଗଳ ବାର ଓଷା ପାଳିତ ହେଇଯାଇଛି। ଆଜି ପ୍ରଥମ ଦିନ ଦିବସରେ କଳସ ଯାତ୍ରା କରାଯାଇଥିଲା । ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଓଷା ବହି ପଠନ ,ଓ ବିଭିନ୍ନ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଓଷା ପାଞ୍ଚ ମଙ୍ଗଳ ବାର କରାଯିବ। ପିଲା ମାନଙ୍କ ଓ ପରିବାର ର ମଙ୍ଗଳ ପାଇଁ ଏହି ଓଷା କରାଯାଏ। ପୂଜକ ଯୋଗେନ୍ଦ୍ର ମହାପାତ୍ର ପୂଜା ଅର୍ଚ୍ଚନା କରିଥିଲେ।
5