ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତ ନିରଞ୍ଜନ ବିଶ୍ୱାଳ ଙ୍କ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ ହୋଇଅଛି

ଯାଜପୁର, 10/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରାଙ୍କ ରିପୋର୍ଟ ) :
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମର ସ୍ୱର୍ଗତ ନିରଞ୍ଜନ ବିଶ୍ୱାଳ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ ହୋଇଅଛି ।ଏହି ସଭା ରେ ବହୁତ ମାନ୍ୟଗନ୍ୟ ବ୍ୟକ୍ତି ହେଲେ ମନୋରଞ୍ଜନ ବିଶ୍ୱାଳ,ଅହେନ୍ଦ୍ର ନାୟକ,ଲୋପାମୁଦ୍ରା ବିଶ୍ୱାଳ, ସୌମ୍ୟଜିତି ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ,ପ୍ରତିମା ବିଶ୍ୱାଳ,ଲକ୍ଷ୍ମୀପ୍ରିୟା ନାୟକ,କାମିନୀ ବିଶ୍ୱାଳ,କନକ ଲତା ବିଶ୍ୱାଳ,ପ୍ରତିଭା ନାୟକ,ବିଶ୍ୱଜିତ ନାୟକ,ଭାସ୍କର ସାମଲ,ଶ୍ରୀକାନ୍ତ ସାମଲ,ସୁନାକର ସିଂ, ପୃଥିବୀରlଜ ବରାଳ, ପ୍ରଦ୍ମଲlଭ ବରାଳ, ଲକ୍ଷ୍ମୀପ୍ରିୟା ବରାଳ,ନିରଞ୍ଜନ ଲେଙ୍କା,ଭାରତୀ ଲେଙ୍କା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନିରଞ୍ଜନ ବିଶ୍ୱାଳ ଥିଲେ ଜଣେ ସମାଜ ସେବୀ ଓ ପର ଉପକାରୀ ତାଙ୍କ ଉଦ୍ଦେଶ୍ୟରେ ସ୍ମୁତି ଚାରଣ କରିଥିଲେ।
Article Image
13