ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅମୂଲ୍ୟକୁମାର ସାମଲ କ୍ଷତ୍ରୀୟ ମହାସଂଘ ବ୍ଲକ୍ ସଭାପତି

କୁଜଙ୍ଗ, 24/01/2025, ଉତ୍କଳ voice news - utkalvoicenews.com (ଇମିସ) ରାଷ୍ଟ୍ରୀୟ କ୍ଷତ୍ରୀୟ ମହାସଂଘର ଏକ ସମାବେଶ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ହସିଣା ସ୍ଥିତ ବଳଦେବ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଜୋସ୍ନାରାଣୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କ୍ଷତ୍ରୀୟ ମହାସଂଘର ବିଭିନ୍ନ ସମସ୍ୟା , ଦାବୀ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
Article Image
ରାଷ୍ଟ୍ରୀୟ କ୍ଷତ୍ରୀୟ ମହାସଂଘ ଓଡ଼ିଶାର ପରାମର୍ଶ ଦାତା ଚନ୍ଦ୍ର ଶେଖର ଖଣ୍ଡୁଆଳ , ଟୁକୁନା ଦଳାଇ , ସନାତନ ବର୍ଦ୍ଧନ, ସସ୍ମିତା ସ୍ଵାଇଁ, ଲକ୍ଷ୍ମୀପ୍ରିୟା ଜେନା, ବିଭୂତି ଭୂଷଣ ଜେନା, ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର କୁଜଙ୍ଗ ବ୍ଲକ ସଭାପତି ଭାବେ ଯୁବ ସମାଜସେବୀ ଅମୁଲ୍ୟ କୁମାର ସାମଲ ଓ ମଙ୍ଗରାଜପୁର ପଞ୍ଚାୟତ ସଭାପତି ଭାବେ ଅଜୟ କୁମାର ମୁଦୁଲିଙ୍କୁ ମନୋନୀତ କରାଯାଇଥିଲା।
Article Image
1