ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଶାହ କର୍ମ ଚାଲୁ ଥିବା ବେଳେ ଅଘଟଣ

ତିର୍ତ୍ତୋଲ, 14/09/2025, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ ପ୍ରସନ୍ନଜିତ ଦାସ ଙ୍କ ରିପୋର୍ଟ ) :
Article Image
ମହାନଦୀରେ ବୁଡି ଜଣେ ମୄର୍ତ ଜଣେ ନିଖୋଜ
Article Image
ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ନାଗପୁରା ଗ୍ରାମର ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ଘଟଣା ରୁ ପ୍ରକାଶ ଯେ ନାଗପୁର ଗ୍ରାମର ଜଣେ ବେକ୍ତିର ଦଶାହ କର୍ମ ତାର୍ତୋଲ ଠାରେ ମହାନଦୀ ପଠାରେ କରାଯାଉ ଥିଲା।କର୍ମ ପରେ ମହାନଦୀରେ ଗାଧୋଉ ଥିବାବେଳେ ଅସାବଧାନା ବଶତଃ ରୁଦ୍ର ନାରାୟଣ ଜେନା (୨୨) ପାଣିରେ ବୁଡି ଯାଇଥିଲେ ମହାନଦୀ ପଠାରେ ଥିବା ରୁଦ୍ରଙ୍କ ବଡ଼ ବାପା ସମ୍ପଦ ଜେନା ( ୬୨) ବର୍ଷ ପୁଅ ରୁଦ୍ର କୁ ଉଦ୍ଧାର କରିବା କୁ ଯାଇ ସେ ପାଣିରେ ବୁଡି ମଧ୍ୟ୍ୟ ପାଣିରେ ବୁଡି ଯାଇଥିଲେ।ଖବର ପାଇ ତିର୍ତ୍ତୋଲ ପୋଲିସ ଅଗ୍ନିସମ ବାହିନୀର କର୍ମଚାରି ମାନେ ପହଞ୍ଚି ଖୋଜା ଖୋଜି କରିବାରୁ ରୁଦ୍ର ଙ୍କ ମୄର୍ତ ଦେହ କୁ ଉଦ୍ଧାର କରିଥିବା ବେଳେ ବଡ଼ବାପା ସମ୍ପଦ ଙ୍କ କୌଣସି ପତ୍ତା ମିଳି ପାରିନାହିଁ।
Article Image
Article Image
Article Image
Article Image
14