ଯାଜପୁର, 15/09/2025, ଉତ୍କଳ voice news - utkalvoicenews.com( ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରପଦl ଗ୍ରାମ ପଞ୍ଚାୟତ ଅଧୀନ ନିଆଳି ଗ୍ରାମର ସ୍ଵର୍ଗତ ଗୋପାଳ ଦାସ ଙ୍କ ସ୍ମୁତି ଚାରଣ ସଭାରେ ସଭା ପରିଚାଳନା କରିଥିଲେ ବଡ଼ଚଣା ଯାଦବ ମହାସଭା ର ସଭାପତି ଧୁଲେଶ୍ବର ଦାସ ମୁଖ୍ୟ ବ୍ଯକ୍ତl ପୂବର୍ତନ ବିଧାୟକ,ମନ୍ତ୍ରୀ,ଅମର ପ୍ରସାଦ ଶତପଥୀ,ମନୋଜ ଦାସ,ବିଜୟ ଦାସ,ନିମର୍ଲ ଚନ୍ଦ୍ର ଜତି, କପିଳ ବେହେରା,ବିଜୟ ଦାସ,ରାଜେନ୍ଦ୍ର ,ଅଜୟ ଦାସ,ମଦନ ବାରିକ,ପଞ୍ଚାନନ ପରିଡ଼ା,ପ୍ରଫୁଲ୍ଲ ନାୟକ,ପ୍ରଫୁଲ୍ଲ ଦାସ,ଫଗୁ ଚରଣ ଦାସ,ପଞ୍ଚାନନ ପରିଡ଼ା,କୁଳମଣୀ ସାହାଣୀ,ରବୀନ୍ଦ୍ର ନାୟକ,ଶଙ୍କର ବେହେରା,ନଟବରଦାସ,,ସ୍ମୁତିରଞ୍ଜନସାହାଣୀ,ପ୍ରିତିରଞ୍ଜନସାହାଣୀ,କପିଳ ଦାସ,ଜଳଧର ଦାସ ,ବିପିନିଦାସ,କ୍ରିତିରଞ୍ଜନ ଦାସ,ଜୟନ୍ତ ଦାସ,ଚମ୍ପା ଦାସ,ଚାରୁଲତା ଦାସ,କୁଳମଣୀ ସାହାଣୀ,ସୁଶାନ୍ତ ଦାସ,ପ୍ରଶାନ୍ତ ଦାସ,ହେମନ୍ତ ଦାସ,ପ୍ରୀତି ରଞ୍ଜନ ଦାସ,ସ୍ମୁତି ରଞ୍ଜନ ଦାସ,ନୀଳମଣି ସାହାଣୀ, ମଣି ଦାସ,ଶୁଭମ୍ ଦାସ,ରାହୁଲ ଦାସ, ମୁନ ଦାସ,ମାରୁ ଦାସ,ଫୁସି ସାହାଣୀ,ଖୁସି ସାହାଣୀ,ସଂଗ୍ରାମ ଦାସ, ପ୍ରମୁଖ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ କହିଲେ ଗୋପାଳ ଦାସ ଜଣେ ଚାଷୀ,ସରଳ ହୃଦୟ ବ୍ୟକ୍ତି ଥିଲେ ବହୁ ଯାଦବ ପରିବାର ଓ ଗ୍ରାମ ବାସୀ ସହଯୋଗ କରିଥିଲେ