ଯାଜପୁର, 15/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
ଯାଜପୁର ଜିଲ୍ଲା ଧର୍ମଶାଳl ବ୍ଲକ ଅନ୍ତର୍ଗତ ପୁରୁଣା ବଉଳମାଳ ଗ୍ରାମ ପଞ୍ଚାୟତ ଠାକୁରl ଗ୍ରାମରେ ସ୍ୱର୍ଗତ ପୁଷ୍ପଲତା ବେହେରା ଙ୍କ ସ୍ମୁତି ଚାରଣ ସଭା ଆୟୋଜନ ହୋଇଅଛି ଏଥିରେ ଯୋଗ ଦେଇଥିଲେ ,ଧନଞ୍ଜୟ ବେହେରା,ବାମନ ଚରଣ ବେହେରା, ବାଙ୍କ ବିହାରୀ ବେହେରା, କୈଳାଶ ଚନ୍ଦ୍ର ବେହେରା,ପ୍ରସନ୍ନ ବେହେରା,କଳ୍ପତରୁ ବେହେରା,ସୁବ୍ରତ କୁମାର ବେହେରା,ବିପ୍ଳବ କୁମାର ବେହେରା, ଜୀବନ ନନ୍ଦ ଦାସ,ବେଣୁଧର ବେହେରା,ସରୋଜ ଦାସ,ହିରନ୍ୟ ମହାକୁଡ,ପ୍ରଶାନ୍ତ କୁମାର ବେହେରା,ସୁକାନ୍ତ କୁମାର ବେହେରା,ରମାକାନ୍ତ ବେହେରା,ଉମାକାନ୍ତ ବେହେରା,ସୀତାକାନ୍ତ ବେହେରା,ଆଲୋକ, ମାମି,ପିଙ୍କି, ଉବ, ସେବ, ନାଣ୍ଡି,ରିନା,ମାନସୀ,ଅନି,ପ୍ରମୁଖ ଯୋଗ ଦେଇଥିଲେ ପୁଷ୍ପଲତା ଦେବୀ ଥିଲେ ଜଣେ ଗୃହିଣୀ,ସମାଜ ସେବୀ, ପରଉପକାରି ମଣିଷ ଥିଲେ ତାଙ୍କ କାର୍ଯ୍ୟ ସମ୍ପାଦନା କରି ଥିଲେ ପୁଅ,ଝିଅ,ଭଣଜା,ବନ୍ଧୁ ଓ ପରିବାର ବର୍ଗ