ଯାଜପୁର, 15/09/2025, ଉତ୍କଳ voice news - utkalvoicenews.com( ଯାଜପୁର ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ ଅଧିନ ଓଳିଆ ଗ୍ରାମର ସ୍ଵର୍ଗତ ଭଗବତୀ ଦେବୀ ଙ୍କ ସ୍ମୁତି ଚାରଣ ସଭାରେ ସଭା ପରିଚlଳନl କରିଥିଲେ ଯାଜପୁର ଜିଲ୍ଲା ଯାଦବ ଯୁବ ସଭାପତି ଶ୍ରୀ ପ୍ରସନ୍ନ ବେହେରା ଙ୍କ ମା ସ୍ୱର୍ଗତ ଭଗବତୀ ବେହେରା ଙ୍କ ଏକାଦଶାହ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇଥିଲେ ଯାଜପୁର ଜିଲ୍ଲା ଯାଦବ ମହାସଭା ର ସଭାପତି ଶ୍ରୀ ରାମଚନ୍ଦ୍ର ବେହେରା କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଯତି, ସାଧାରଣ ସମ୍ପାଦକ ଇଂ ମନୋଜ୍ କୁମାର୍ ଦାସ୍, ମୁଖ୍ୟ ପରାମର୍ଶଦାତା ଶ୍ରୀ ପଦ୍ମା କର ଗୁରୁ,ପ୍ରସନ୍ନ ବେହେରା,ବବିତା ବେହେରା,ଭାଗିରଥି ବହlଲିଆ ,ଆକୁଳ ପ୍ରଧାନ,ଅଜୟ ଦାସ, କlଳନ୍ଧୀ ଖିଲାର,ସବିତା,କବିତା, ମିତl,ସିପୁନ, ରୋସନ,ମାମୁନି,ଗୁଗୁ ଲି,ତୁଳସୀ ଓ ସମସ୍ତ ବ୍ଳକର ସଭାପତି ଓ ଜିଲ୍ଲାର ପଦାଧିକାରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେ ଏକ ଗୀତା ପlରାୟଣ କାର୍ଯ୍ୟକ୍ରମ ସହିତ ସୁମଧୁର ବ୍ୟକ୍ତl ଶ୍ରୀ ସୁଧାକର ଦାସ ପରାୟଣ ଆଗେଇ ନେଇ ଥିଲେ