ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ଵକର୍ମା ପୂଜା ପାଇଁ ମୂର୍ତ୍ତୀ ବିକାଳୀ ମାନେ ତତ୍ପର।

ଢ଼େଙ୍କାନାଳ, 16/09/2025, ଉତ୍କଳ voice news - utkalvoicenews.com (ଶୁଭମ୍ ପାଣିଙ୍କ ଙ୍କ ରିପୋର୍ଟ) :
Article Image
ପାଖେଇ ଆସୁଛି ବିଶ୍ଵକର୍ମା ପୂଜା । ବିଶ୍ଵକର୍ମା ଙ୍କ ପୂଜା ପାଇଁ ବିଭିନ୍ନ ଛକ ଓ ବଜାର ମାନଙ୍କ ରେ ମୂର୍ତ୍ତୀ ର ପସରା ଖୋଲିଛି।
Article Image
ଢେଙ୍କାନାଳ ପୁରୁଣା ବସଷ୍ଟାଣ୍ଡ ନିକଟ ଜବାହର ଚୌକ ରେ ଥିବା ପାତ୍ର ବୁକ୍ ଷ୍ଟୋର ୩୦୦ ରୁ ଆରମ୍ଭ ହୋଇ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି ବୋଲି କହିଛନ୍ତି ଦୋକାନ ମାଲିକ।
Article Image
12