ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ଙ୍କ ୭୫ ତମ ଜନ୍ମ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି

ଯାଜପୁର, 17/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ସୁକିନ୍ଦା ବ୍ଲକ ସଂସ୍କୃତିକ ପ୍ରକୋଷ୍ଠ ତରଫରୁ ସୁକିନ୍ଦା ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ତିଲେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାସ ମୋଦିଜୀ ଙ୍କ ୭୫ ତମ ଜନ୍ମ ତିଥି ପାଳନ ଅବସରରେ ସୁକିନ୍ଦା ବ୍ଲକର କଳା ସଂସ୍କୃତି ପ୍ରକୋଷ୍ଠ ଦାଇତୃ ରେ ଥିବା ମୁଖ୍ୟ ପରିଚାଳକ ଶ୍ରୀ ପ୍ରସନ୍ନ କୁମାର ବେହେରା ଙ୍କ ନେତୃତ୍ବ ରେ ବ୍ଲକର ଅନ୍ୟ ସଭ୍ୟ, ସଭ୍ୟା ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ନାମ ସଂକୀତ୍ତନ ଓ ସଙ୍ଗୀତ ପରିବେଷଣ ହୋଇଥିଲା ଯାଜପୁର ଜିଲ୍ଲା ସଂଯୋଜକ ଶ୍ରୀ ତରଣିସେନ ରାଉତ ମୁଖ୍ୟ ଅତିଥି ଓ ସହ ସଂଯୋଜକ ଶ୍ରୀ ନୀଳମଣି ବେହେରା ଧର୍ମଶାଳl ବ୍ଲକ ସଂଯୋଜକ ଶ୍ରୀ ମଣି ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟ କୁ ସହଯୋଗ କରିଥିଲେ ମନୋଜ କୁମାର ପାତ୍ର,ଜଗବନ୍ଧୁ ନାୟକ, ପବନl ନନ୍ଦ ଦେହୁରୀ,ବନିତା ବେହେରା,ସବିତା ମହାନ୍ତ,ଜୟନ୍ତ ମହାନ୍ତ,ଶତ୍ରୁଘ୍ନ ନାୟକ,ଶରତ ନାୟକ,ଗଣେଶ୍ୱର ନାୟକ,ସୁପ୍ରିୟା ନାଟିଆ,ଅଭୟ ରାଉତ,ଶ୍ରୀଧର ସାହୁ,ସୁଷମା ମହାନ୍ତ ପ୍ରଫୁଲ୍ଲ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ
Article Image
13