ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାବିନାୟକ ଛକ ଠାରେ ସନ୍ଧ୍ୟା ହେଲେ ବୁଲା ଷେଣ୍ଢ, କୁକୁରଙ୍କ ର ରାଜୁତି

ଯାଜପୁର, 17/09/2025, ଉତ୍କଳ voice news - utkalvoicenews.com( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ବାବା ମହାବିନାୟକ ବଜାର ଛକ ଠାରେ ସନ୍ଧ୍ୟା ସମୟରେ ବୁଲା ଷେଣ୍ଢ ଓ ବୁଲା କୁକୁରଙ୍କର ରାଜୁତି ଦେଖିବାକୁ ମିଳୁଛି ଅସୁବିଧା ରେ ପଡୁଛନ୍ତି ବାଟୋଇ l ଯାତାୟାତ କରୁଥିବା ପଥଚାରି ଅନେକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ନଜର ଆସୁଛି, ସେହିବାଟ ଦେଇ ଦୈନିକ ସହ ସହ ପର୍ଯ୍ୟଟନଙ୍କ ଭିଡ଼ ଦିନ ତମାମ ଲାଗିରହୁଥିବା ବେଳେ ସେହି ବାଟରେ ଦୈନିକ ସକାଳ ସନ୍ଧ୍ୟାରେ ଚଣ୍ଡିଖୋଲ ଛକ କୁ ହଜାର ହଜାର ବାଟୋଇଙ୍କର ଯାତାୟାତ ରହୁଛି, ସନ୍ଧ୍ୟା ବେଳେ ଏ ବୁଲାଜନ୍ତୁ ଙ୍କ ପାଇଁ ଦୃଘଟଣା କାଳ ପାଲଟିଯିବାର ଆଶଙ୍କା ଅଧିକ ରହୁଛି l ବୁଲା କୁକୁରଙ୍କର ବର୍ତମାନ ଯେଉଁ ଗରମ ସମୟ ଚାଲିଛି ବାଟ ଘାଟ ସବୁଠି ମାଳ ମାଳ ହୋଇ ରାସ୍ତାରେ ଶୋଇରହିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବା କୁ ପଡୁଛି,, ମହାବିନାୟକ ଛକ ଠାରେ ବୁଲା ଷେଣ୍ଢ ଙ୍କ ରହୀଣୀ ଏବେ ମୁଣ୍ଡ ବିନ୍ଧାର କାରଣ ପାଲୋଟି ଗଲାଣି ପଥଚାରୀଙ୍କର
Article Image
Article Image
18