ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହୁମାଛି ଆକ୍ରମାଣରେ ଗର୍ବବତୀ ମହିଳା ଶହ ୩ବର୍ଷର ଶିଶୁ କନ୍ୟା ଗୁରୁତର

ରାୟଗଡ଼ା / କଲ୍ୟାଣସିଂହପୁର, 17/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ମହୁମାଛି ଆକ୍ରମାଣରେ ଗର୍ଭବତୀ ମହିଳା ଶହ ୩ବର୍ଷର ଶିଶୁ କନ୍ୟା ଗୁରୁତର। ଚାଷ ଜମିରେ କାମକରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ଦୂଲଦୁଲଗୁଡା ଗାଁ ନିକଟରେ। ଗର୍ଭବତୀ ମା ମଞ୍ଜୁଳା ହିଆଲ ଟା ତିନି ବର୍ଷ ର ଝିଅ ସହ ଦୂଲଦୁଲି ଗୁଡା ଛକ ନିକଟକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ। ନିକଟସ୍ଥ ଚାଷଜମିରେ କାମ କରୁଥିବା କିଛି ଯୁବଙ୍କ ଦ୍ୱାରା ଉଦ୍ଧାର ହୋଇ ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗ ର ଗାଡି ସାହାଯ୍ୟରେ କଲ୍ୟାଣସିଂହପର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ। ଏହି ସମ୍ପର୍ରେ କାର୍ଯ୍ୟରତ ଡାକ୍ତର ଙ୍କ ଶହ ଯୋଗାଯୋଗ କରିବାରୁ ମହୁମାଛି ଆକ୍ରମାଣରେ ଗୁରୁତରରେ ଆସିଥିବା ଗର୍ବବତୀ ମହିଳା ଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି ଯେହେତୁ ସେ ଗର୍ଭବତୀ ଅଛନ୍ତି ଉଚ୍ଚତର ଚିକିତ୍ସା ପାଇ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।
Article Image
Article Image
3