ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀମଦ ସାରଥୀ ଦେବ ଙ୍କ ୫୯ତମ ଜନ୍ମ ଦିନ ମହା ସମାହାରେ ରାହାମା (ବାଲିଆ ପଡ଼ା )ରେ ପାଳିତ

ରାହାମା (ବାଲିଆ ପଡ଼ା ), 17/11/2024, ଉତ୍କଳ voice news - utkalvoicenews.comପ୍ରଭୁ ଶ୍ରୀମଦ ସାରଥୀ ଦେବ ଙ୍କ ୫୯ତମ ଜନ୍ମ ଦିନ ମହା ସମାହାରେ ରାହାମା (ବାଲିଆ ପଡ଼ା )ରେ ପାଳିତ ହେଲା ଏହି ଉତ୍ସବ ରେ ଶ୍ରଦ୍ଧାଳୁ ସାରଥୀ ପରିବାର ର ସଦସ୍ୟ /ସଦସ୍ୟା ମାନେ ସାରଥୀ ଜନ୍ମ ଦିନ ଓ ସଂ।ସ୍କୃତିକ କାର୍ଯ୍ୟକ୍ରମ ରେ କାର୍ତିକ ମାସ ନିଜକୁ ଉତ୍ସଗ କଲେ ପ୍ରଭୁ ସାରଥି କାର୍ତିକ ମାସ ର ପୂର୍ଣମୀ ତିଥି ରେ ଜନ୍ମ ଗ୍ରହଣ କରିଥିଲେ। ପ୍ରତି ବର୍ଷ ଭଳିଏ ବର୍ଷ ଜନ୍ମ ଉତ୍ସବ ଧୂମଧାମ ରେ ପାଳନ କଲେ, ରାହାମା, ପାରାଦ୍ୱୀପ, କେନ୍ଦ୍ରାପଡ଼ା ର ସତସଂଘ ପ୍ରେମି ଯୋଗଦାନ କରିଥିଲେ,ଭକ୍ତ ମାନେ କହୁଛନ୍ତି ପ୍ରଭୁ ଆମ ହୂରଦୟ ରେ ଅଛନ୍ତି। ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ପ୍ରଭୁ ଙ୍କ ଠାରୁ କେହି ଅଲଗା କରିବେ ନାହିଁ। ହୂରଦ୍ୱୟ ମନ୍ଦିର ଦେବତା ଆମକୁ ସଦା ବେଳେ ବିପଦ ଆପଦ ରୁ ଆମକୁ ରକ୍ଷା କରିବା ସହ ସୁବୁଦ୍ଧି ଦେଖାଉଛନ୍ତି। ୨୦୨୭ମସିହା ବେଳକୁ ପ୍ରଭୁ ଙ୍କ ଲୀଳା ଖେଳା ପୁନର୍ବାର ଉଦ୍ଜୀବିତ ହୋଇ ଉଠିବ
Article Image
Article Image
1