ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବା ଆଖଣ୍ଡଳମଣୀ ୱେଲ୍‌ଫେୟାର୍ ସଂଘ ପକ୍ଷରୁ ବିଶ୍ବକର୍ମା ପୂଜା

ଢେଙ୍କାନାଳ, 18/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣିଙ୍କ ଙ୍କ ରିପୋର୍ଟ ) :
Article Image
ଢ଼େଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ବାବା ଆଖଣ୍ଡଳମଣୀ ୱେଲ୍‌ଫେୟାର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସକାଳେ କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ୩ଶହରୁ ଉର୍ଦୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଭାତ, ଡାଲ୍‌ମା, ଆମ୍ବୁଲ ଖଟା ଇତ୍ୟାଦି ଭୋଜନ ହୋଇଥିଲା I କର୍ତା ରାମଚନ୍ଦ୍ର ପଣ୍ଡା, ସଭାପତି ରମେଶ ମହାନ୍ତି, ସଂପାଦକ ଗୌତମ ଉଦୟ ସିଂହ ଓ ସମସ୍ତ ଅଟୋ ଆସୋସିଏସନ୍‌ର କର୍ମକର୍ତାମାନଙ୍କ ଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।
Article Image
3