ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୂର୍ତ ବିଭାଗ ଠିକାଦର ସଂଘ ପକ୍ଷରୁ ବିଶ୍ବକର୍ମା ପୂଜା

ଢେଙ୍କାନାଳ, 18/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣିଙ୍କ ଙ୍କ ରିପୋର୍ଟ ) :
Article Image
ଢ଼େଙ୍କାନାଳ ପୂର୍ତବିଭାଗ ଠିକାଦାର ସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି । କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ପୂଜକ ହିମାଦ୍ରୀ ଭୂଷଣ ଶତପଥୀ, କର୍ତା ଦେବାଶିଷ ଦେବଦର୍ଶନ ବେହେରା ପୂଜା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସଭାପତି ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, କର୍ମକର୍ତା ପ୍ରତାପ ଖଟୁଆ, ଟିକୁ ଭାଇ, ରଞ୍ଜନ ପାଲ୍, ପ୍ରଶନ ଭାଇ, କାହ୍ନା, ଅମୂଲ୍ୟ ବେହେରା ଓ ସମସ୍ତ କର୍ମ କର୍ତାଙ୍କ ଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।
Article Image
Article Image
4