ଯାଜପୁର, 18/09/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମରେ ବାବା ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ପୁଜା ଆରମ୍ଭ ହୋଇଯାଇଛି, ଆଜି କୃଷ୍ଣ ପକ୍ଷ୍ୟ ଏକାଦଶୀ ତିଥି ରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୁଜାସାରା ସାରା ଭାରତ ବର୍ଷରେ ଖୁବ ଧୂମଧାମ ସହ ପାଳିତ ହୋଇଆସୁଛି l ସେହିପରି କାଇମାଟିଆ ଗ୍ରାମରେ ଗ୍ରାମର ଯୁବ ପିଲାଙ୍କୁ ନେଇ ଗତ ବର୍ଷ ଠୁ ଆରମ୍ଭ ହୋଇ ଚାଲିଛି ବିଶ୍ୱକର୍ମା ପୁଜା, ଆଜକୁ ଦ୍ବିତୀୟ ବର୍ଷ ହେବ ହୋଇଆସୁଛି ପୁଜା ସମସ୍ଥ ଯୁବକ ଭାଇଙ୍କ ସହଯୋଗ ସହାନୁଭୂତି ରେ ପୁଜା ହୋଇଆସୁଛି l କର୍ତ୍ତା ହିସାବରେ ଯୁବ ମାନସ କୁମାର ସାହୁ ,ସହଯୋଗୀ, ତୋଫାନ କୁମାର ସାହୁ, ସତ୍ୟବ୍ରତ ନାୟକ, ଦେବାଶିଷ ସାହୁ, ସନ୍ତୋଷ କୁମାର ସାହୁ, ସେଷଦେବ ସାହୁ, ରାଜୁ ସେଠି, ବୁବୁନ କୁମାର ସାହୁ, କାହ୍ନୁ ଚରଣ ସାହୁ, ବୁବୁଲ କୁମାର ବାରିକ, ଚନ୍ଦନ କୁମାର ସାହୁ, ପ୍ରକାଶ ସାହୁ, ପିଣ୍ଟୁ ସାହୁ, ସୋମନାଥ ସାହୁ, ଗୋବିନ୍ଦ ସାହୁ, ସୁଶାନ୍ତ ସାହୁ, ପ୍ରକାଶ ସାହୁ,ବିନୋଦ ସାହୁ, ବିଶ୍ୱନାଥ ସାହୁ,ଅଖିନ ସାହୁ, ଚନ୍ଦନ ବାରିକ, ଉମାକାନ୍ତ ସାହୁ, ଗିରିଧାରୀ ସାହୁ, ପ୍ରତାପ ସାହୁ, ସୁଧାକର ସାହୁ, ତାପସ ସାହୁ, ରମେଶ ସାହୁ, କାଳନ୍ଦୀ ନାୟକ,ସମ୍ବିତ କୁମାର ସାହୁ,ଆକାଶ ସାହୁ, ଚନ୍ଦନ ଦାସ, ଦୁଷ୍ମନ୍ତ ସାହୁ, କହ୍ନେଇ ଦାସ,ପରେଶ କୁମାର ସାହୁ, ତ୍ରିଲୋଚନ ସାହୁ, ହିମାଂଶୁ ଶେଖର ସାହୁ, ଚନ୍ଦନ ସାହୁ, ମନୋଜ ସାହୁ, ଚନ୍ଦନ ବାରିକ, ପକୁନା ସାହୁ,, ବିଦ୍ୟାଧର ସାହୁ, ଆଦି ଅନେକ ସହଯୋଗୀ ରେ କାର୍ଯ୍ୟ ସୁଚାରୁରୂପେ ପୁଜା କାର୍ଯ୍ୟ ଚାଲୁଅଛି