ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛେଳି ଆଣିବାକୁ ଯାଇଥବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର।

କେନ୍ଦ୍ରାପଡ଼ା / ମହାକାଳପଡା, 20/09/2025, ଉତ୍କଳ voice news - utkalvoicenews.com( କେନ୍ଦ୍ରାପଡ଼ା ରୁ ମୃତ୍ୟୁଞ୍ଜୟ ମିଶ୍ରଙ୍କ ରିପୋର୍ଟ ) :
Article Image
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ସୁନିତି ଗ୍ରାମ ପଂଚାୟତ ର ବେଣାକନ୍ଦା ଗ୍ରାମର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେବା ସୂଚନା ମିଳିଛି । ଗ୍ରାମ ନିକଟ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ କୁଳରେ ଛେଳିକୁ ଆଣିବାକୁ ଯାଇଥିବା ବେଳେ ଆଗରୁ ବୁଦା ମୁଳେ ଛପି ରହିଥିବା କୁମ୍ଭୀର ମହିଳା ଙ୍କୁ ଟାଣି ନେଇଥିବା ସୁଚନା ମିଳିଛି ।
Article Image
ମହିଳାଙ୍କ ନିଖୋଜ ଥିବାରୁ ବନବିଭାଗ କୁ ଖବର ଦେଇଥିଲେ।ସ୍ଥାନୀୟ ଲୋକ ଓ ବନ ବିଭାଗ ମିଶି ଡଙ୍ଗା ସାହାଯ୍ୟରେ ଖୋଜା ଖୋଜି ଜାରି ରହିଛି।
7