ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ବାଦିକ ଶିବକେତନ ଙ୍କ ମାମୁଁ ବରିଷ୍ଠ ଆଇନଜିବୀ ସତୀଶ ଚନ୍ଦ୍ର ଙ୍କ ପରଲୋକ ହୋଇଛି

ଯାଜପୁର, 21/09/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ଦଶରଥ ପୁର ବ୍ଲକ ଶିବଦାସ ପୁର ଗ୍ରାମର ବରିଷ୍ଠ ଆଇନଜିବୀ ସତୀଶ ଚନ୍ଦ୍ର ଦାସ ବୟସ ୭୫ ଙ୍କ ଆଜି ସନ୍ଧ୍ୟା ସାତ ଘଟିକା ସମୟରେ ନିଜ ବାସ ଭବନରେ ହୃତୁଘlତ ରେ ପରଲୋକ ହୋଇଛି ଦୀର୍ଘ 50ବର୍ଷ ଧରି ଯାଜପୁର ଜିଲ୍ଲା ର ଆଇନ ଜୀବୀ ହିସାବ ରେ ଜଣା ଶୁଣା ଓ ପର ଉପକାରୀ ମଣିଷ ଥିଲେ ସେ ତାଙ୍କ ଜୀବନରେ ଅନେକ କେଶ ଲଢି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ଭଣଜା ରଧା ରମଣ ମହାନ୍ତି,ଶିବ କେତନ ମହାନ୍ତି,ଅମରେଶ ମହାନ୍ତି, ଆୟଷ୍ମlନମହାନ୍ତି,ଶ୍ରୀମାନ ମହାନ୍ତି,ଅଂଶୁମାନ ମହାନ୍ତି ଓ ବନ୍ଧୁ,ପରିବାର, ଗ୍ରାମବାସୀ,ବହୁ ଓକିଲ, ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହି ଖବର ଶୁଣି ଅଞ୍ଚଳ ବାସୀଙ୍କୁ ମର୍ମାହତ କରିଛି
6