ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱଚ୍ଛ ଭାରତ ଅଭିଯାନ ରାହାମା ମଣ୍ଡଳ ତରଫରୁ ସେବା ପକ୍ଷ ୨୦୨୫ ଅନୁଷ୍ଠିତ।।।

ରାହାମା, 22/09/2025, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :
Article Image
ଯଶ୍ଵଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ବିଶ୍ୱକର୍ମା ପୂଜା ରୁ ଅକ୍ଟୋବର( ୨) ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯିବ। ଏଥି ମଧ୍ୟରୁ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମରେ, ରକ୍ତଦାନ, ବୃକ୍ଷ୍ୟରୋପଣ, ଦୌଡ଼ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ୱାସ୍ଥ୍ୟ ଶିବିର,ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିନ ରେ ପ୍ରତି ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ପାରାଦ୍ୱୀପ ବିଧାୟକ ଓ ମାନ୍ୟବର ଶିଳ୍ପ, ଦକ୍ଷତା, ବିକାଶଓ ବୈଷୟିକ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆହ୍ୱାନ କ୍ରମେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରାହାମା ମଣ୍ଡଳ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ରେ ସାମିଲ ହେଲେ ତାଳପଡା, ସାଇଲୋ ବଣିତ, ଗୋରଡ଼, ପଣ୍ଡୁଆ,ପୋତାନାଇ,ଗରେଇ ପଞ୍ଚାୟତ ର କର୍ମୀ ମାନେ ଯୋଗ ଦାନ କରିଥିଲେ ଉକ୍ତ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମରେ ରାହାମା ବଣିକ ସଙ୍ଘ ସଭାପତି ଓ ପୂର୍ବତନ ସରପଞ୍ଚ ତଥା ସାଇଲୋ ପଞ୍ଚାୟତ ବରିଷ୍ଠ ବିଜେପି ନେତା ଶିଶିର ଦାସ,ଧର୍ମାଚାଯ୍ୟ ସମ୍ପର୍କ ପ୍ରମୁଖ ବିଶ୍ୱ ହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ଓଡିଶା ଡ଼ ସୁନାକାର ବେହେରା, ରାହାମା ମଣ୍ଡଳ ସଭାପତି ଶରତ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ସୁବାସ ସେଠି, ତାଳପଡା ପ୍ରମୁଖ ପ୍ରତାପ ଚନ୍ଦ୍ର ଦାସ, ସାଇଲୋ ପ୍ରମୁଖ ଜିତେନ୍ଦ୍ର ସ୍ୱାଇଁ,ସହ ପ୍ରମୁଖ ଗଙ୍ଗାଧର ସ୍ୱାଇଁ, ବଣିତ ସରପଞ୍ଚ ଦୀପକ ଗୋଛାୟତ,ବଣିତ ପ୍ରମୁଖ ତ୍ରିଲୋଚନ ଦାସ, ସହ ପ୍ରମୁଖ କାର୍ତ୍ତିକ ସାମଲ,ଗୋରଡ଼ ପ୍ରମୁଖ ସୁକାନ୍ତ ବିଶ୍ୱାଳ,ଗୋରଡ଼ ସମିତି ସଭ୍ୟ ମେନକା ପରିଡା, ପଣ୍ଡୁଆ ପ୍ରମୁଖ ଚନ୍ଦନ ଦାସ, ପୋତାନାଇ ପ୍ରମୁଖ ପ୍ରଦୀପ କୁମାର ଦାସ, ସହ ପ୍ରମୁଖ ରୋହିତ ମୁଦୁଲି, ଗରେଇ ପ୍ରମୁଖ ଜିତୁ ତାରେଣିଆ, ସହ ପ୍ରମୁଖ ରୋହିତ ମୁଦୁଲି,ମହିଳା ମୋର୍ଚ୍ଚା ସଭାପତି ଲିପିକା ସାହୁ, ଯୁବ ମୋର୍ଚ୍ଚା ସଭାପତି ରଜତ କୁମାର ନନ୍ଦୀ ଏବଂ ସାମଜସେବୀ ଦିବ୍ୟସାଚି ବରାଳ, ତ୍ରୈଲୋକ୍ୟ ନାଥ ମହାନ୍ତି, ଦିଲ୍ଲୀପ ସାହୁ, ବିଶ୍ୱଜିତ ନାୟକ, ନାରାୟଣ ପରିଡା ଦୀପକ କୁମାର ସାହୁ,ଅଞ୍ଜନ କୁମାର ଦାସ, ଗଗନ କୁମାର ଦାସ, ବିବେକ ସାହୁ, ଜ୍ୟୋତି ରଞ୍ଜନ ସାହୁ, ରାଜ କିଶୋର ନନ୍ଦୀ, ଅଭୟ କୁମାର ସାହୁ, ସାଇ ସେବା ସଙ୍ଘଠନ ର ଗଗନ ବିହାରି ଦାସ ଉପସ୍ଥିତ ରହି ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି, ରାହାମା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖ, ରାହାମା ନିୟନ୍ତ୍ରିତ ବଜାର କମିଟି, ରାହାମା ବଜାର କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ବଜାର କମିଟି ସଭାପତି ଶିଶିର ଦାସ, ସମ୍ପାଦକ ପ୍ରଶାନ୍ତ ସାହୁ ସ୍ୱଚ୍ଛ ଭାରତ ଅଭିଯାନ ରେ ରାହାମା କୁ ପରିଷ୍କାର ଓ ପରିଛନତା ରଖିବା ଉପରେ ବେପାରି ଭାଇମାନଙ୍କୁ ଅନୁରୋଧ କରିଛନ୍ତି।ଅନୁରୂପ ଭାବେ ମଣିଜଙ୍ଗା ମଣ୍ଡଳ ସେବା ପକ୍ଷ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ରେ ସାମିଲ ହୋଇ ଥିଲେ ମଣିଜଙ୍ଗା, ଜଡ଼ତିରା, ବୋଧେଇ, ପିପଳ ମାଧବ, ସାମନ୍ତରା ପୁର, କୋଲର, ପୋରଗଦେଇ, ଆମ୍ବେରୀ ପଞ୍ଚାୟତ ର ପ୍ରମୁଖ ଓ ସହ ପ୍ରମୁଖ ଉପସ୍ଥିତ ଥିଲେ ମଣିଜଙ୍ଗା ମଣ୍ଡଳ ସଭାପତି ପ୍ରତ୍ୟୁଷ ଦାସ, ତିର୍ତୋଲ ବ୍ଲକ ମନ୍ତ୍ରୀ ଙ୍କ ପ୍ରତିନିଧି ଉପେନ୍ଦ୍ର ମହାନ୍ତି, ପୋରଗଦେଇ ପ୍ରମୁଖ ଅଶୋକ ସାହୁ, ସାମନ୍ତରାପୁର ପ୍ରମୁଖ ରଞ୍ଜିତ କୁମାର ସାହୁ, ଜଡ଼ତିରା ପ୍ରମୁଖ ପ୍ରକାଶ ସ୍ୱାଇଁ, ଆମ୍ବେରୀ ପ୍ରମୁଖ ଦିବ୍ୟଜୀବନ ବିଶ୍ୱାଳ, ସହ ପ୍ରମୁଖ ରଞ୍ଜିତ ମହାନ୍ତି, କୋଲର ପ୍ରମୁଖ ସୌଭାଗ୍ୟ ସ୍ୱାଇଁ, ମଣିଜଙ୍ଗା ପ୍ରମୁଖ ଅକ୍ଷୟ କୁମାର ସାହୁ, ବୋଧେଇ ପ୍ରମୁଖ ତପନ କୁମାର ସାମନ୍ତରାୟ, ପିପଳ ମାଧବ ପ୍ରମୁଖ ନିମାଇଁ ଚରଣ ମଲ୍ଲ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ମଣିଜଙ୍ଗା ମେଡିକାଲ ପରିସର, ବଜାର କୁ ସଫେଇ କାମରେ ଯୋଗ ଦାନ କରିଥିଲେ।
3