ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସି ଏସ ପି ଶାଖା ଉଦ୍ଘାଟନ

ବୁଗୁଡ଼ା, 22/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ପଞ୍ଚାୟତର କାଦପଡା ଠାରେ ମୁଖ୍ୟମନ୍ତ୍ରୀ ଆମ ବ୍ୟାଙ୍କ ସେବା ଅଧିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ସି.ଏସ.ପି ପ୍ଲସ ଆଉଟ୍ ଲେଟ୍ ବାଲି ପଦର ଷ୍ଟେଟ ବ୍ୟାଙ୍କ ଶାଖାର ଶୁଭାରମ୍ଭ ହୋଇଯାଇଛି। ବୁଗୁଡ଼ା
Article Image
ଗୋଷ୍ଟି ଉନ୍ନୟନ ଅଧିକାରୀ ଦ୍ଵିତିକୃଷ୍ଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବାଲିପଦର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଆନନ୍ଦ କୁମାର ସାହୁ ଓ ସି.ଏସ୍.ପି ପ୍ଲସ ବିଜନେସ ଷ୍ଟେଟ ହେଡ ବିଜୟ କୁମାର ମହାପାତ୍ର ଯୋଗଦେଇଥିଲେ। କଳମ୍ୱ ପଞ୍ଚାୟତ ସମିତି ଶ୍ରୀ ସୁଶାନ୍ତ ସେଠୀ, ଯୁବ ସମାଜ ସେବୀ ଶ୍ରୀ କାହ୍ନୁ ଚରଣ ଗୌଡ଼, କାଦପଡ଼ା ଗ୍ରାମ ସଭାପତି ଏବଂ ବରିଷ୍ଟ ନାଗରିକ ମାନେ ଉପସ୍ଥିତ ଥିଲେ।
4